Tag: BJP

ଦିଲ୍ଲୀ ନିର୍ବାଚନର ଇନ୍‌ଚାର୍ଜ ହେଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେପି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇନ୍‌ଚାର୍ଜ ଭାବେ ବୈଜୟନ୍ତ ପଣ୍ଡା ଓ ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ଇନ୍‌ଚାର୍ଜ ଭାବେ ଦାୟିତ୍ବ ଦେଲା ବିଜେପି । ଉଭୟଙ୍କୁ ନିଯୁକ୍ତି…

ବଢୁଛି ମୋହନଙ୍କ ପରିବାର; ଭାଙ୍ଗୁଛି ନବୀନ ଗଡ଼

ମୋହନ ସରକାରଙ୍କ ପରିବାର ବଢୁଥିବା ବେଳେ ଦିନକୁ ଦିନ ନବୀନ ଗଡ଼ ଭାଙ୍ଗିବାରେ ଲାଗିଛି। ଲୋକେ ନବୀନ ବାବୁଙ୍କ ଉପରେ ଆସ୍ଥା ହରାଉଥିବା ବେଳେ ମୋହନ ସରକାରଙ୍କ ଉପରେ ଅତୁଟ ବିଶ୍ୱାସ ରଖି ବିଜେପି ମୁହାଁ ହେଉଛନ୍ତି। ବିଜେଡି ଶିବିର ଫାଙ୍କା…

ବିଜେପି ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ

ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ ହୋଇପାରିଛି ବିଜେପି। ଏହାର ଏକ ଝଲକ ଦେଖିବାକୁ ମିଳିଛି ଜାମ୍ମୁ-କାଶ୍ମୀର ନିର୍ବାଚନ ଫଳାଫଳରେ। ଜମ୍ମୁ ଡିଭିଜନରେ ବିଜେପିର ଚମତ୍କାର ପ୍ରଦର୍ଶନ ଯୋଗୁଁ ଦଳ ହିନ୍ଦୁ ଅଧ୍ୟୁଷିତ ଅଞ୍ଚଳରେ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି।…

ମୋହନ ସରକାରଙ୍କ ସଫଳତା ହୋଇପାରେ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ

ମୋହନ ସରକାରଙ୍କ ସଫଳତା ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇପାରେ। ୨୪ ବର୍ଷ ଶାସନରେ ରହି କେବେ ହାରିବାର ସ୍ୱାଦ ଚାଖିନଥିବା ବିଜେଡି ଆଜି କ୍ଷମତାଚ୍ୟୁତ ହୋଇଛି। ଏପରିକି ଦଳର ମୁଖିଆ ନବୀନ ବାବୁଙ୍କ ଉପରେ ଆସ୍ଥା ହରାଇ…

ସୁଭଦ୍ରା ଯୋଜନା କ୍ରେଜ; ମାଡ଼ିଚାଲିଛନ୍ତି ମୋହନ ସରକାର, ବିଜେଡି ଶିବିରରେ କମ୍ପନ

ଏବେ ସାରା ଓଡ଼ିଶାରେ ଚାଲିଛି ସୁଭଦ୍ରା ଯୋଜନାର କ୍ରେଜ। ପ୍ରଥମ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ସେପ୍ଟେମ୍ବର ୧୭ରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ଆଜି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ…

ଆର୍‌ଏସ୍ଏସ୍ ପଲଟିଦେଲା ବାଜି; ହରିୟାଣାରେ ଜିତିଗଲା ବିଜେପି 

ଏକଜିଟ୍ ପୋଲର ଆକଳନ ସମ୍ନାକୁ ଆସିବା ପରେ କେହି ବି କଳ୍ପନା କରିନଥିଲେ ଯେ ହରିଆଣାରେ ବାଜିମାତ କରିବ ଭାରତୀୟ ଜନତା ପାର୍ଟି । ଏପରିକି ଏକଜିଟ୍ ପୋଲ ମଧ୍ୟ ବିଜେପି ହରିଆଣା ଆସନ ହରାଉଥିବା ଦର୍ଶାଇଥିବା ବେଳେ ଏକଜିଟ୍ ପୋଲ…

ହରିୟାଣା ବଢ଼ାଇପାରେ ଧର୍ମେନ୍ଦ୍ରଙ୍କ ଚିନ୍ତା

ଦିନକ ପରେ ହରିୟାଣା ବିଧାନସଭା ଫଳ ପ୍ରକାଶ ପାଇବ। ଶନିବାର ଭୋଟ ସରିବା ପରେ ବୁଥ ଫେରନ୍ତା ଭୋଟରଙ୍କ ନିଷ୍ପତ୍ତି ଆଧାରରେ ସର୍ଭେ ରିପୋର୍ଟ ବା ଏକଜିଟ ପୋଲ ଅନୁସାରେ ୧୦ ବର୍ଷର ଭାଜପା ସରକାର କ୍ଷମତା ହରାଇବାକୁ ଯାଉଛି। ଜାମ୍ମୁ-କାଶ୍ମୀର…

ବିଜେଡି ଦଳକୁ ଭାଙ୍ଗିବାକୁ ପଡ଼ିବନି ସେ ଆପେ ଆପେ ଭାଙ୍ଗିଯିବ: ସନାତନ ବିଜୁଳି

ବିଜେଡ଼ି ଦଳରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ନେଇ ରାଜ୍ୟ ରାଜନୀତିର ଚର୍ଚ୍ଚା ଏବେ ବେଶ ସରଗରମ ହେବାକୁ ଲାଗିଛି । ଦୁଇ ଦଳରେ ନେତାଙ୍କ ମଧ୍ୟରେ ଦିନକୁ ଦିନ ବିଭିନ୍ନ ମତରେ ଜୋର ସୋରରେ ବୟାନ ବାଜି ଜାରି ରହିଥିବା…

ଖଦି ବ୍ୟବହାର ପାଇଁ ମନମୋହନଙ୍କ ଆହ୍ବାନ

ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଖଦି ବୋର୍ଡ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଖଦି ବୋର୍ଡର ପୁନରୁଦ୍ଧାର ପାଇଁ ୩୦ ଲକ୍ଷ ଟଙ୍କା କେନ୍ଦ୍ର ଦେଇଛି ବୋଲି ଶ୍ରୀ ସାମଲ କହିଛନ୍ତି। ଦେଶର…

ବହୁତ ଶୀଘ୍ର ଖାଲି ହୋଇଯିବ ବିଜେଡି: ମନମୋହନ ସାମଲ

ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଥିବା ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ସେ କହିଛନ୍ତି ଖୁବଶୀଘ୍ର ବିଜେଡି ଖାଲି ହୋଇଯିବ । କାରଣ ବିଜେପିରେ ମିଶିବାକୁ ବହୁ…