Tag: BJP

ଡବଲ ଇଞ୍ଜିନ ସରକାରରେ ରାଜ୍ୟବାସୀ ଅସହାୟ: ବିଜେଡି

ବରଗଡ ନାବାଳିକା ମୃତ୍ୟୁ ଘଟଣାରେ ଆଇନମନ୍ତ୍ରୀ ଦେଇଥିବା ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଆତ୍ମାହୁତି କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ପାଠ ପଢ଼ାଉଥିବା ଆଇନମନ୍ତ୍ରୀ ମନେରଖିବା ଉଚିତ, ବିଜେପି ସରକାର ଉପରେ ରାଜ୍ୟବାସୀ ଭରସା ଓ…

ଓଡ଼ିଶା ଭାଜପା ଦିଲ୍ଲୀରେ, କିଛି ବଡ଼ ହେବାକୁ ଯାଉଛି କି ?

ଓଡ଼ିଶା ଭାଜପା ଏବେ ଦିଲ୍ଲୀରେ। ଦିଲ୍ଲୀ ଗସ୍ତ କରିଛନ୍ତି ମୋହନ ଚରଣ ମାଝୀ, ଅଛନ୍ତି ରାଜ୍ୟ ସଭାପତି ମନମୋହ‌ନ ସାମଲ । ତାଙ୍କ ସହ ଦିଲ୍ଲୀରେ ଏବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ରବି ନାୟକ, ମୁକେଶ ମହାଲିଙ୍ଗ ପ୍ରମୁଖ…

ବାଇଁଆ ଜେନାକୁ ନିଜ ଦଳର ଜ୍ୱାଇଁ ପୁଅ କରିଛି ବିଜେପି: କଂଗ୍ରେସ

କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ଯେଉଁ ଦଳ ସରକାରରେ ଅଛି ବ୍ୟବସ୍ଥା ଦେଖୁଛି ସେହି ଦଳର ମହିଳା ମୋର୍ଚ୍ଚା ଆଜି ରାଜରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ଟୀକା ଟିପ୍ପଣୀ ଦେଉଛନ୍ତି ।…

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଜାତୀୟ ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଜାତୀୟ ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡି ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଖଟୁଆ ଦେଇଥିବା ଅଶାଳୀନ, ମହିଳା ବିରୋଧୀ ଓ କୁତ୍ସିତ ମନ୍ତବ୍ୟ ପାଇଁ…

ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କୌଣସି ଆଲୋଚନା ହୋଇନଥିବା କହିଲେ ମନମୋହନ ସାମଲ

ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନୂଆଦିଲ୍ଲୀରୁ ଆଜି ଫେରିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସାମଲ କହିଛନ୍ତି ଯେ ରାଜ୍ୟର…

ନୂଆଦିଲ୍ଲୀ ଭାଜପା ସାଂସଦ ବୈଠକକୁ ନେଇ ରାଜନୀତି ସରଗରମ; ମୋହନଙ୍କ ଦପ୍ତର ବିରୋଧରେ ପ୍ରବଳ ବିଷୋଦଗାର

ଭାଜପା ସଭାପତି ମନମୋହନ ସାମଲ ଏବେ ରାଜଧାନୀ ଦିଲ୍ଲୀରେ । ମଙ୍ଗଳବାର ସକାଳେ ପହଞ୍ଚିଛନ୍ତି। କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ପୂର୍ବକାଳୀନ ସଭାପତି ହେବା ପରେ –…

ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟାକୁ ନେଇ ହାଇକୋର୍ଟଙ୍କ ଟିପ୍ପଣୀ ପରେ ବିରୋଧୀଙ୍କୁ ବିଜେପିର ଟାର୍ଗେଟ

ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ହୋଇଥିବା ଜନସ୍ୱାର୍ଥ୍ୟ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ଟିପ୍ପଣୀ ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସର ମୁଖା ଖୋଲିଦେଇଛି ବୋଲି କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ । ଘଟଣାରେ ଏହି ଦୁଇ ଦଳ…

ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ । ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପରେ ଏହା ତାଙ୍କର ୨ୟ ଥର ଦିଲ୍ଲୀ ଗସ୍ତ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ । ଗତକାଲି…

ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲେ ବିଜେଡି ମହିଳା ନେତ୍ରୀ ବୃନ୍ଦ 

ବିଜେପିର ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ ଆଜି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ କଟୁ ସମାଲୋଚନା କରିଛି। ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପସଭାପତି…

ଅସ୍ତିତ୍ୱ ବଂଚାଇବା ପାଇଁ ବିଜେଡି ଓ କଂଗ୍ରେସର ଆନ୍ଦୋଳନ: ବିରଂଚି ନାରାୟଣ ତ୍ରିପାଠୀ

ବାଲେଶ୍ୱର ଏଫ.ଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀ ବିଶି ମୃତ୍ୟୁ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ଗୋଟିଏ ଝିଅ ଦୁନିଆ ଦେଖିବା ପୂର୍ବରୁ ତାର ଅପମୃତ୍ୟୁ ହୋଇଛି । ମୃତା ସୈାମ୍ୟାଶ୍ରୀ ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା…