ତାଜା ଖବର ଦେଶ ରାଜନୀତି ବିଜେପିର ସଂକଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ବ; ପ୍ରତିମାସ ମିଳିବ ୨୫୦୦ ଟଙ୍କା January 17, 2025 Papirani ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ଘୋଷଣା କରିଛି । ବିଜେପିର ସଂକଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ବ ଦିଆଯାଇଛି। ମହିଳାଙ୍କୁ ୨୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଜେପି ନଡ୍ଡା । ମହିଳା ସମୃଦ୍ଧି ଯୋଜନାରେ ପ୍ରତିମାସ…
ରାଜ୍ୟ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତନ ଆଣିବ ଆୟୁଷ୍ମାନ ଯୋଜନା: ମନମୋହନ ସାମଲ January 13, 2025 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ୱାବଧାନରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି । ବିଜେଡି ସରକାରଙ୍କ ଅସହିଷ୍ଣୁତା କାରଣରୁ ରାଜ୍ୟବାସୀ ପୂର୍ବରୁ ଏହି ଯୋଜନାରୁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ବିଜେପିରେ ସାମିଲ ହେଲେ ରଘୁବର ଦାସ January 10, 2025 Papirani ଆଜି ପୁଣି ଥରେ ବିଜେପିରେ ସାମିଲ୍ ହେଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ରାଞ୍ଚି ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ, ବିଜେପି କର୍ମୀମାନଙ୍କୁ ପ୍ରେରଣା…
ରାଜ୍ୟ ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବାକୁ ବିଜେପିର ଆହ୍ୱାନ January 6, 2025 Nirvay ଆସନ୍ତା ୮, ୯ ଓ ୧୦ ତାରିଖ ତିନି ଦିନ ଧରି ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଯୋଗୁଁ ଓଡ଼ିଶାର ପ୍ରଚାର…
ତାଜା ଖବର ରାଜନୀତି ରାଜ୍ୟ ସମ୍ବଲପୁରରେ ୨ ବିଜେପି କର୍ମୀ ମୃତ; ଦୁର୍ଘଟଣା ନା ହତ୍ୟା ନେଇ ଉଠିଲା ପ୍ରଶ୍ନ January 5, 2025 Papirani କାର୍-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ। ଭୁବନେଶ୍ୱରରୁ ଘରକୁ ଫେରୁଥିବାବେଳେ କାରକୁ ଧକ୍କା ଦେଇଥିଲା ହାଇୱା । ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟି ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ…
ରାଜନୀତି ୨୦ ଭାଜପା ସାଂସଦଙ୍କ ବାବଦରେ ଆରମ୍ଭ ହେବାକୁ ଯାଉଛି ସର୍ଭେ ! January 2, 2025 Papirani ରାଜନୀତିରେ କିଛି ଘଟଣା ଆପେକୁ ଆପେ ଘଟେ । ଆଉ କିଛି ଘଟଣା ଘଟାଯାଏ । ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ଘର ସଜାଡ଼ି ପାରୁନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଦିନ ପରେ ରାଜଧାନୀରୁ ବାହାରକୁ ଗଲେ…
ରାଜନୀତି ୨୦୨୫ ଭାଜପା ପାଇଁ ବଡ଼ ଚ୍ୟାଲେଞ୍ଜ; ମନ୍ତ୍ରୀମଣ୍ଡଳ ବିସ୍ତାର ମୋହନଙ୍କ ପାଇଁ ହେବ ଅଗ୍ନି ପରୀକ୍ଷା January 1, 2025 Papirani ଇଂରାଜୀ କ୍ୟାଲେଣ୍ଡର ବର୍ଷ ୨୦୨୫ର ଆଜି (ବୁଧବାର) ପ୍ରଥମ ଦିନ । କିନ୍ତୁ ପ୍ରାରମ୍ଭିକ ସ୍ବାଗତ ସମ୍ଭାଷଣ, ଉପହାର ଆଦାନ ପ୍ରଦାନ ଏବଂ ଦେବାଦେବୀଙ୍କ ନିକଟରେ ଅର୍ଜନା ପରେ ଆରମ୍ଭ ହେବ ଅସଲ ପରୀକ୍ଷାର ବେଳ ତିନି ରାଜନୈତିକ ଦଳ ପାଇଁ…
ରାଜନୀତି ରାଜ୍ୟ ବିଜେପି କର୍ମୀଙ୍କ ଗୁଣ୍ଡାରାଜରେ ଅତିଷ୍ଠ ରାଜ୍ୟବାସୀ: ବିଜେଡି December 30, 2024 Nirvay ବାଲେଶ୍ୱର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାକୁ ନିନ୍ଦା କରିବା ସହ ଭିଡିଓ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ । ରାଜ୍ୟରେ ନୂଆ ସରକାରକୁ କଡା ନିନ୍ଦା…
ରାଜନୀତି ରାଜ୍ୟ ଆଉ ଦୁଇଦିନ ପରେ ନୂଆବର୍ଷ; ବୟାନଖୋର ମନ୍ତ୍ରୀଙ୍କୁ ନେଇ ଚିନ୍ତାରେ ପିଏମ୍ଓ December 30, 2024 Papirani ରାଜ୍ୟର ପ୍ରଥମ ଭାରତୀୟ ଜନତା ପାର୍ଟି ସରକାରରେ କିଛି ମନ୍ତ୍ରୀ ଲଗାତାର ବିବାଦୀୟ ବୟାନ ଦେଇଆସୁଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମୋହନଚରଣ ମାଝୀ ଅଧିକ ବିବ୍ରତ । କିନ୍ତୁ ତା’ଠୁ ଅଧିକ ଚିନ୍ତିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଅନେକ ମନ୍ତ୍ରୀ…
ତାଜା ଖବର ରାଜନୀତି ରାଜ୍ୟ ଡିସେମ୍ବର ୨୮ ଓ ୨୯ରେ ଭୁବନେଶ୍ବରରେ ରହିବେ ଅମିତ ଶାହ December 26, 2024 Nirvay ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ରହିବେ ଅମିତ ଶାହ । ଦଳର ନେତା ଓ ବିଧାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସହ…