Tag: BJD

ବିଜେପି ଛାଡିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। ସେ ଆଜି ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଜଣା ପଡ଼ିଛି। ବ୍ରଜରାଜନଗର ପୂର୍ବତନ…

ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଜୋତାମାଳ ପିନ୍ଧାଇଲେ ଗ୍ରାମବାସୀ

ପ୍ରଚାର ବେଳେ ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଜୋତାମାଳ ପିନ୍ଧାଇଲେ ଗ୍ରାମବାସୀ। ଚମ୍ପୁଆ ନିର୍ବାଚନ ମଣ୍ଡଳୀର ମିରିଗିସିଂଘା ଗାଁ ଲୋକେ ସନା ମହାକୁଡ଼ଙ୍କୁ ଜୋତାମାଳ ପିନ୍ଧାଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗ୍ରାମବାସୀ ତାଙ୍କୁ ଖରାପ ବ୍ୟବହାର କରିବା ସହ…

କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନଙ୍କ ରାଲିରେ ମହିଳାଙ୍କୁ ମାଡ଼

କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନଙ୍କ ରାଲି ବେଳେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା । ବେଗୁନିଆପଡ଼ା ପଞ୍ଚାୟତରେ ଲତିକା ପ୍ରଧାନ ରାଲି କରୁଥିବା ବେଳେ ବିଜେଡି କର୍ମୀଙ୍କ ମାଡରେ ମହିଳା ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ,…

ପ୍ରଚାର ବେଳେ ଭୁବନେଶ୍ୱର-ଆଠଗଡ଼-ବରଗଡ଼ରେ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିବାର ସୂଚନା । ଭୁବନେଶ୍ୱର ୟୁନିଟ୍ ୬ର ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ଏହି ଆକ୍ରମଣ ହୋଇଥିବାର ଅଭିଯୋଗ…

ଆଜି ଓଡ଼ିଶାରେ ଦେଖିବାକୁ ମିଳିବ ତିନି ଦଳର ପାୱାର ସୋ’

ଆଜି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । କଟକରେ ରୋଡ ସୋ କରିବେ ଅମିତ୍ ଶାହା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ଗଞ୍ଜାମ ଜିଲ୍ଲାର ସୋରଡା ଯିବେ । ସେଠାରେ ବିଜୟ ମଧ୍ୟାନ ୧ଟାରେ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ଦେଖି ଡରିଲାଣି ବିଜେଡି!

ନିର୍ବାଚନ ହାରିବା ଭୟରେ ବିଜେଡି ପ୍ରତ୍ୟେକ ଦିନ ମିଛ ପ୍ରଚାର କରିବାରେ ଲାଗିଛି । ମିଥ୍ୟା ପ୍ରଚାରର ସାହାରା ନେଉଥିବା ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଶ୍ନ ଉଠାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ଘଟଣା…

୧୬ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ

ପ୍ରଧାମନ୍ତ୍ରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ ରୋଡ ସୋ’କରିବାକୁ ଯାଉଛନ୍ତି। ୧୬ତାରିଖରେ ରାଜଧାନୀରେ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋଡ ସୋ’ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ । ଏନେଇ…

ବୋଲେରୋ ଗାଡ଼ିରୁ ୨ ଲକ୍ଷ ୬୫ ହଜାର ଟଙ୍କା ଜବତ

ରାଜ୍ୟରେ ନିର୍ବାଚନ ମାହୋଲ ଭିତରେ ଫ୍ଲାଇଂ ସ୍କ୍ବାଡର ଚେକିଂ ଜୋରଦାର ଚାଲିଛି। ତେବେ ବିଭିନ୍ନ ସ୍ଥାନରେ ଚେକିଂ ସମୟରେ ପୁଳା ପୁଳା ଟଙ୍କା ଜବତ ହେଉଛି । ଆଜି ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ରଙ୍ଗାମାଟି ଛକରେ ଚକିଂ ବେଳେ ବୋଲେରୋ ଗାଡ଼ିରୁ…

୧୦ ଲକ୍ଷ ଟଙ୍କା ସହ ବିଜେଡି ନେତ୍ରୀ ଅପୂର୍ବା ଅପରୂପା ନୟାଗଡ଼-ବୌଦ୍ଧ ସୀମାରେ ଅଟକ

କରଡ଼ାକୋଠା ନିକଟରେ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ଜବତ କଲା ପୁରୁଣାକଟକ ପୋଲିସ । ବିଡା ବିଡା ଟଙ୍କା ଜବତ ହେବା ପରେ ଗାଡ଼ିରେ ଲୁଚିଛନ୍ତି ବିଜେଡି ନେତ୍ରୀ ଅପୂର୍ବା ଅପରୂପା।ସାଲେପୁରର ବିଜେଡି ନେତ୍ରୀ ଏବଂ ବିଜେଡି…

ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ନିର୍ବାଚନ ସମୟରେ ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଝରୀଗାଁ ଦେଉଳକଣା ୨୦୪ ନମ୍ବର ବୁଥଠାରେ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ କିଛି ବିଜେଡି କର୍ମୀ ଚାରିଆଡୁ ଘେରିଯାଇ ଆକ୍ରମଣ କରିଥିଲେ । ତେବେ…