ରାଜନୀତି ରାଜ୍ୟ ପାଣ୍ଡିଆନଙ୍କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ April 9, 2025 Nirvay ପାଣ୍ଡିଆନ କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ । ପାଣ୍ଡିଆନ ଙ୍କ ବିଷୟରେ ଗଣମାଧ୍ୟମକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, କାର୍ତ୍ତିକେୟନ ପାଣ୍ଡିଆନ ଅତୀତରେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦଳ ପାଇଁ ବହୁତ ଭଲ…
ତାଜା ଖବର ରାଜନୀତି ରାଜ୍ୟ ନାଁ ନ ନେଇ କିଛି ବିଜେଡି ନେତାଙ୍କ ଉପରେ ବର୍ଷିଲେ ଦେବାଶିଷ ସାମନ୍ତରାୟ April 9, 2025 Papirani ୱାକଫ ବିଲ୍ ଭୋଟିଂକୁ ନେଇ ବିଜୁ ଜନତା ଦଳରେ ଉଠିଥିବା ଝଡ ପ୍ରଶମିତ ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଦଳର ପରାଜୟର କାରଣ କହିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ବିଜେଡିର ପରାଜୟ…
ତାଜା ଖବର ରାଜନୀତି ରାଜ୍ୟ ୱକଫ୍ ବିଲ୍ ଭୋଟିଂ ମାମଲା; ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି April 9, 2025 Papirani ୱକଫ୍ ବିଲ୍ ସପକ୍ଷରେ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ଏବେ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦଳର ସ୍ଥିତି ପାଇଁ ବାରମ୍ୱାର ବସୁଛି ବୈଠକ ।…
ତାଜା ଖବର ରାଜନୀତି ରାଜ୍ୟ ଅଂଶୁମାନ ମହାନ୍ତିଙ୍କ ଘରେ ଏକାଠି ହେଲେ ବିଜେଡିର ଯୁବ ନେତା April 8, 2025 Papirani ରାଜ୍ୟସଭାରେ ୱାକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦିନକୁ…
ରାଜନୀତି ରାଜ୍ୟ ପ୍ରଥମଥର ନବୀନ ନିବାସରେ ପଡ଼ିଲା ନବୀନ ମୁର୍ଦ୍ଦାବାଦ April 8, 2025 Papirani ୨୯ ବର୍ଷ ଭିତରେ ଯାହା ଶୁଣାଯାଇନଥିଲା, ଯାହା ବି କେହି ସପ୍ନରେ ଭାବିନଥିଲେ ସୋମବାର ତାହା ଲୋକେ ଶୁଣିଲେ, ଦେଖିଲେ ଏବଂ ଚମକି ପଡ଼ିଲେ । ପ୍ରଥମଥର ପାଇଁ ନବୀନ ନିବାସରେ ନବୀନ ମୁର୍ଦ୍ଦାବାଦ ପକାଇବାକୁ ସାହସ କଲେ ମୁସଲମାନ ମାନେ…
ତାଜା ଖବର ରାଜନୀତି ରାଜ୍ୟ ୱକଫ ବିଲ୍ରେ ବିଜେଡି ଭୋଟିଂ ଘଟଣା; ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର: ପ୍ରଫୁଲ୍ଲ ଘଡ଼ାଇ April 7, 2025 Papirani ୱକଫ ବିଲ୍ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ଜଣକ ପରେ ଜଣେ ବରିଷ୍ଠ ନେତା ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ଏହି ମଧ୍ୟରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ…
ତାଜା ଖବର ରାଜନୀତି ରାଜ୍ୟ ୱକଫ ବିଲ୍ରେ ବିଜେଡି ଭୋଟିଂ ଘଟଣା; ପାଣ୍ଡିଆନଙ୍କୁ ଦାୟୀ କଲେ ବିଜେଡିର ବରିଷ୍ଠ ନେତା April 6, 2025 Papirani ୱକଫ ବିଲ୍ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ରାଜନୈତିକ ମହଲରେ ବିଚାର ବିମର୍ଶ ଲାଗିରହିଛି। ବିଲକୁ ବିରୋଧ କରା ନଯିବାକୁ ନେଇ ଏବେ ମୁହଁ ଖୋଲିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଦଳର ବରିଷ୍ଠ ନେତା ।…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ସହ ବିଜେଡି ମୁଖ୍ୟ ପରାମର୍ଶଦାତାଙ୍କ ବଡ଼ ଡିଲ୍ ହୋଇଛି – ଦେବାଶିଷ ସାମନ୍ତରାୟ April 5, 2025 Nirvay ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ରାଜନୀତି ଉଠୁଛି ପଡୁଛି । ଏହି ସମୟରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବଡ ବିସ୍ଫୋରକ ବୟାନ ଦେଇଛନ୍ତି । ନାଁ ନନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତା ଭିକେ ପାଣ୍ଡିଆନଙ୍କ…
ରାଜନୀତି ରାଜ୍ୟ ୱାକଫ ପ୍ରସଙ୍ଗକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ April 5, 2025 Nirvay ୱାକଫ ସଂଶୋଧନ ବିଲ ପ୍ରସଙ୍ଗକୁ ନେଇ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ । ଗଣତନ୍ତ୍ର ଓ ଧର୍ମନିରପେକ୍ଷତାରେ ବିଶ୍ୱାସ କରୁଥିବା ବିଜୁ ଜନତା ଦଳ ‘ୱାକଫ ସଂଶୋଧନ ବିଲ’ ପ୍ରସଙ୍ଗରେ ନିଜର ସ୍ପଷ୍ଠ ପକ୍ଷ ରଖିବାରେ ବିଫଳ ହେବା…
ରାଜନୀତି ରାଜ୍ୟ ୱାକଫ୍ ବିଲ୍କୁ ନେଇ ତାସ୍କେଣ୍ଟରୁ ଫେରିବା ପରେ ପ୍ରତିକ୍ରିୟା ଦେବେ କହିଲେ ସସ୍ନିତ ପାତ୍ର April 5, 2025 Nirvay ୱାକଫ୍ ବିଲ୍କୁ ନେଇ ତାସ୍କେଣ୍ଟରୁ ଫେରିବା ପରେ ପ୍ରତିକ୍ରିୟା ଦେବେ ବୋଲି ବିଜେଡି ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି । ସେ ଏବେ ସଂସଦ ପ୍ରତିନିଧିଙ୍କ ସହ ତାସ୍କେଣ୍ଟ ଗସ୍ତରେ ଅଛନ୍ତି । କହିରଖୁଛୁ ଯେ ଲୋକସଭା ବାଚସ୍ପତି…