Tag: BJD

ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ

ଆଜି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ୯ମ ଥର ପାଇଁ ଏକମାତ୍ର ପାର୍ଥୀ ଭାବେ ନାମାଙ୍କନ ଭରିଲେ ନବୀନ ।…

ରାଜ୍ୟବ୍ୟାପୀ ପାଳନ ହେବ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

ଆସନ୍ତାକାଲି ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିବ ବିଜେଡି । ୧୪୭ଟି ନିର୍ବାଚନ ମଣ୍ଡଳୀ ଓ ଶଙ୍ଖ ଭବନରେ ତିରୋଧାନ ଦିବସ ପାଳନ ହେବ । ଓଡ଼ିଆ ଜାତି ପାଇଁ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରାଯିବ ।…

ଚିଠିରେ ନବୀନଙ୍କୁ ବରିଷ୍ଠ ବିଧାୟକ ରାଜା ସ୍ବାଇଁଙ୍କ ପ୍ରସ୍ତାବ

ନବୀନଙ୍କୁ ଚିଠି ଲେଖିଲେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସାଂଗଠନିକ ନିର୍ବାଚନ ପ୍ରକ୍ରିୟାବେଳେ ରାଜାଙ୍କ ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସଂଗଠନରେ ସଂରକ୍ଷଣ ନେଇ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜା । ସେ ଚିଠିରେ ଲେଖିଛନ୍ତି…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୧୬ ବିଜେଡି ଜିଲ୍ଲା ସଭାପତି 

ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ବିଜେଡି ଜିଲ୍ଲା ସଭାପତି ନିର୍ବାଚିତ ହୋଇଛନ୍ତି। ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ । ସେ କହିଛନ୍ତି ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ…

ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ବିଜେଡି ସାଂଗଠନିକ ନିର୍ବାଚନ: ଦେବୀ ମିଶ୍ର

ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ବିଜେଡି ସାଂଗଠନିକ ନିର୍ବାଚନ । ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ଘରେ ଆଜି ହୋଇଥିବା ବୈଠକ ପରେ…

ୱକ୍‌ଫ ଭୋଟିଂକୁ ନେଇ ସବୁ ରହସ୍ୟମୟ: ଅମର ଶତପଥୀ

ଓ୍ବାକଫ୍ ଆଇନ ନେଇ ବିଜେଡିର ମତ, ଏବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଛି । ଦିନକୁ ଦିନ ଏହାକୁ ନେଇ ସ୍ଥିତି ବହୁତ ସଙ୍ଗୀନ ହୋଇ ପଡିଛି । ଏହା ମଧ୍ୟରେ ୱାକଫ ଘଟଣାବଳୀକୁ ରହସ୍ୟମୟ କହିଛନ୍ତି ଅମର ଶତପଥୀ ।…

ବିଜେଡିର ୯୦ ଭାଗ ବରିଷ୍ଠ ନେତା ମିଶି ଗଠନ କରିବେ ନୂଆ ଦଳ: ପ୍ରଦୀପ ପୁରୋହିତ

ବିଜେଡି ବିଭାଜନକୁ ନେଇ ଓ ନୂତନ ଦଳ ଗଠନ କରିବାକୁ ନେଇ ଆଜି ବଡ଼ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି ବିଜେଡି ଆଗକୁ ଖଣ୍ଡ ଖଣ୍ଡ ହୋଇଯିବ। ଏହା ସହ ବିଜେଡିର ୯୦ ଭାଗ…

ବିଦେଶ ଗସ୍ତରୁ ଫେରିଲେ ସାଂସଦ ସସ୍ମିତ ପାତ୍ର; ୱାକଫ ବିଲ୍‌କୁ ନେଇ ଦେଲେନାହି କୌଣସି ପ୍ରତିକ୍ରିୟା

ୱାକଫ ବିଲ୍ ଭୋଟିଂକୁ ନେଇ ବିବାଦରେ ଅଛନ୍ତି ସାଂସଦ ସସ୍ମିତ ପାତ୍ର । ଏହାକୁ ନେଇ ବିଜେଡି ଦଳରେ ବିବାଦ ବଢ଼ି ଚାଲିଥିବା ବେଳେ ଆଜି ଭାରତ ଫେରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଦିଲ୍ଲୀରେ ପହଞ୍ଚିବା ପରେ ୱାକଫ୍‌…

ୱାକ୍‌ଫ ପ୍ରସଙ୍ଗ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି: ପ୍ରଭାତ ତ୍ରିପାଠୀ

ନବୀନ କହିଲେ ବିଜେଡି ଦଳରୁ ପ୍ରଭାତ ତ୍ରିପାଠୀ ବିଦା ହୋଇଥିବା ଓ ଚିଟଫଣ୍ଡ ମାମଲାରେ ଜେଲ୍ ବି ଯାଇଛନ୍ତି ନବୀନଙ୍କ ମନ୍ତବ୍ୟକୁ ଉପରେ କଡ଼ା ଜବାବ ଦେଇଛନ୍ତି ପ୍ରଭାତ ତ୍ରିପାଠୀ । ଆଜି ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ମୁଁ ନିଲମ୍ବନ…

୨୦୧୭ ମସିହାରେ ପ୍ରଭାତ ତ୍ରିପାଠୀଙ୍କ ନିଲମ୍ବନ ନିଜେ ଉଠାଇଥିଲେ ନବୀନ

ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ୨୦୧୭ ମସିହାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜେ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଥିଲେ । ଚିଟ୍‌ଫଣ୍ଡ ସଂସ୍ଥା ସହ ଲିଙ୍କ ଅଭିଯୋଗରେ ସିବିଆଇ ପ୍ରଭାତଙ୍କୁ ୨୦୧୪ ରେ ଗିରଫ କରିଥିଲା ।…