ରାଜନୀତି ରାଜ୍ୟ ପ୍ରଥମଥର ନବୀନ ନିବାସରେ ପଡ଼ିଲା ନବୀନ ମୁର୍ଦ୍ଦାବାଦ April 8, 2025 Papirani ୨୯ ବର୍ଷ ଭିତରେ ଯାହା ଶୁଣାଯାଇନଥିଲା, ଯାହା ବି କେହି ସପ୍ନରେ ଭାବିନଥିଲେ ସୋମବାର ତାହା ଲୋକେ ଶୁଣିଲେ, ଦେଖିଲେ ଏବଂ ଚମକି ପଡ଼ିଲେ । ପ୍ରଥମଥର ପାଇଁ ନବୀନ ନିବାସରେ ନବୀନ ମୁର୍ଦ୍ଦାବାଦ ପକାଇବାକୁ ସାହସ କଲେ ମୁସଲମାନ ମାନେ…
ତାଜା ଖବର ରାଜନୀତି ରାଜ୍ୟ ୱକଫ ବିଲ୍ରେ ବିଜେଡି ଭୋଟିଂ ଘଟଣା; ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର: ପ୍ରଫୁଲ୍ଲ ଘଡ଼ାଇ April 7, 2025 Papirani ୱକଫ ବିଲ୍ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ଜଣକ ପରେ ଜଣେ ବରିଷ୍ଠ ନେତା ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ଏହି ମଧ୍ୟରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ…
ତାଜା ଖବର ରାଜନୀତି ରାଜ୍ୟ ୱକଫ ବିଲ୍ରେ ବିଜେଡି ଭୋଟିଂ ଘଟଣା; ପାଣ୍ଡିଆନଙ୍କୁ ଦାୟୀ କଲେ ବିଜେଡିର ବରିଷ୍ଠ ନେତା April 6, 2025 Papirani ୱକଫ ବିଲ୍ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ରାଜନୈତିକ ମହଲରେ ବିଚାର ବିମର୍ଶ ଲାଗିରହିଛି। ବିଲକୁ ବିରୋଧ କରା ନଯିବାକୁ ନେଇ ଏବେ ମୁହଁ ଖୋଲିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଦଳର ବରିଷ୍ଠ ନେତା ।…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ସହ ବିଜେଡି ମୁଖ୍ୟ ପରାମର୍ଶଦାତାଙ୍କ ବଡ଼ ଡିଲ୍ ହୋଇଛି – ଦେବାଶିଷ ସାମନ୍ତରାୟ April 5, 2025 Nirvay ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ରାଜନୀତି ଉଠୁଛି ପଡୁଛି । ଏହି ସମୟରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବଡ ବିସ୍ଫୋରକ ବୟାନ ଦେଇଛନ୍ତି । ନାଁ ନନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତା ଭିକେ ପାଣ୍ଡିଆନଙ୍କ…
ରାଜନୀତି ରାଜ୍ୟ ୱାକଫ ପ୍ରସଙ୍ଗକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ April 5, 2025 Nirvay ୱାକଫ ସଂଶୋଧନ ବିଲ ପ୍ରସଙ୍ଗକୁ ନେଇ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ । ଗଣତନ୍ତ୍ର ଓ ଧର୍ମନିରପେକ୍ଷତାରେ ବିଶ୍ୱାସ କରୁଥିବା ବିଜୁ ଜନତା ଦଳ ‘ୱାକଫ ସଂଶୋଧନ ବିଲ’ ପ୍ରସଙ୍ଗରେ ନିଜର ସ୍ପଷ୍ଠ ପକ୍ଷ ରଖିବାରେ ବିଫଳ ହେବା…
ରାଜନୀତି ରାଜ୍ୟ ୱାକଫ୍ ବିଲ୍କୁ ନେଇ ତାସ୍କେଣ୍ଟରୁ ଫେରିବା ପରେ ପ୍ରତିକ୍ରିୟା ଦେବେ କହିଲେ ସସ୍ନିତ ପାତ୍ର April 5, 2025 Nirvay ୱାକଫ୍ ବିଲ୍କୁ ନେଇ ତାସ୍କେଣ୍ଟରୁ ଫେରିବା ପରେ ପ୍ରତିକ୍ରିୟା ଦେବେ ବୋଲି ବିଜେଡି ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି । ସେ ଏବେ ସଂସଦ ପ୍ରତିନିଧିଙ୍କ ସହ ତାସ୍କେଣ୍ଟ ଗସ୍ତରେ ଅଛନ୍ତି । କହିରଖୁଛୁ ଯେ ଲୋକସଭା ବାଚସ୍ପତି…
ରାଜନୀତି ରାଜ୍ୟ ସସ୍ମିତ ପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରଫୁଲ୍ଲ ସାମଲ ଓ ଗଣେଶ୍ୱର April 4, 2025 Nirvay ଗତ ଦୁଇ ଦିନ ଧରି ଓ୍ବାକଫ୍ ବିଲକୁ ନେଇ ଚାଲିଥିବା ମହାସମରରେ ସମସ୍ତଙ୍କୁ ବଡ ଝଟକା ଦେଇଛି ବିଜେଡି । ୱାକଫ୍ ବିଲ୍ ଭୋଟିଂରେ ବିଜେଡିର ଦ୍ୱିମତ ପରେ ଉଷ୍ମ ହେଲା ରାଜ୍ୟ ରାଜନୀତି । ୱକ୍ଫ ବିଲ୍ ସପକ୍ଷରେ ମତ…
ତାଜା ଖବର ରାଜନୀତି ରାଜ୍ୟ ବିବାଦୀୟ ୱକଫ୍ ସଂଶୋଧନ ବିଲ୍; ଦଳ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଭୋଟ୍ ଦେଲିନି: ଦେବାଶିଷ ସାମନ୍ତରାୟ April 4, 2025 Papirani ବହୁ ବିବାଦ ମଧ୍ୟରେ ୱକଫ୍ ସଂଶୋଧନ ବିଲ୍ ସଂସଦରେ ପାରିତ ହୋଇସାରିଛି । କିନ୍ତୁ ଏହା ପରେ ବିଜୁ ଜନତା ଦଳରେ ବିବାଦ ସୃଷ୍ଟି ହୋଇଛି । ବିଲକୁ ନେଇ ଦଳର ସଦସ୍ୟମାନେ ଦୁଇ ଫାଳ ହୋଇଯାଇଛନ୍ତି । କିଛି ରାଜ୍ୟସଭା…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟସଭାରେ ୱକଫ୍ ସପକ୍ଷରେ ମତ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର April 4, 2025 Papirani ବିବାଦୀୟ ୱାକଫ୍ ବିଲ୍ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଯାଇଛି । ଦୁଇ ଦିନରେ ବ୍ୟାପକ ଆଲୋଚନା ପରେ ଶେଷରେ ବିଲ ପାରିତ ହୋଇଛି । ବିଲକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା…
ତାଜା ଖବର ରାଜନୀତି ରାଜ୍ୟ ୱାକଫ୍ ବିଲ୍ କୁ ବିଜେଡି ସାଂସଦ ମୁନା ଖାନ୍ଙ୍କ ବିରୋଧ April 3, 2025 Papirani ରାଜ୍ୟସଭାରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି ବିବାଦୀୟ ୱାକଫ ସଂଶୋଧିତ ବିଲ୍ ୨୦୨୫ କୁ ଉପସ୍ଥାପନ କରିଛନ୍ତି । ରାଜ୍ୟସଭାରେ ୱାକଫ୍ ବିଲ୍ ଆଲୋଚନା ବେଳେ ବିଜେଡିର ବିରୋଧ କରିଛି । ଗୃହରେ…