Tag: BJD

ବିଧାନସଭା ସମ୍ମୁଖରେ ଜୋରଦାର୍ ବିକ୍ଷୋଭ; ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ

ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡିର ପ୍ରତିବାଦ। ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି ଶହ ଶହ ସଂଖ୍ୟାରେ କର୍ମୀ । ବହୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ସାମିଲ ହୋଇଛନ୍ତି । ପ୍ରତାପ ଜେନା,…

ବିଜେପିର ଦାଦନମୁକ୍ତ ଓଡିଶା ଗଠନ ପ୍ରତିଶ୍ରୁତି ପାଣିର ଗାର: ବିଜେଡି

ନିଜର ନିର୍ବାଚନୀ ଇସ୍ତାହାରରେ ଓଡିଶାକୁ ଦାଦନ ମୁକ୍ତ କରିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା କିନ୍ତୁ, କ୍ଷମତାକୁ ଆସିବାର ପନ୍ଦର ମାସ ପରେ ମଧ୍ୟ ରାଜ୍ୟରେ ଦାଦନ ସମସ୍ୟା କମିବା ପରିବର୍ତ୍ତେ ଅଧିକ ଉକ୍ରଟ ହୋଇଛି ବୋଲି ବିଜୁ ଜନତା ଦଳ…

ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ

ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳ ର ବରିଷ୍ଠ ନେତା ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡାରେ ଆୟୋଜିତ ଶୋକସଭାରେ ଅନଲାଇନରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା…

‘ବେକାରୀ ଯୁବ ସମ୍ମିଳନୀ’ କରିବ ବିଜୁ ଯୁବ ଜନତା ଦଳ

ବିଜୁ ଯୁବ ଜନତା ଦଳ ଆଗକୁ ‘ବେକାରୀ ଯୁବ ସମ୍ମିଳନୀ’ କରିବ ବୋଲି ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସାହୁ କହିଥିଲେ, ରାଜ୍ୟରେ ବେକାରୀ ବେରୋଜଗାରୀ ଆଜି…

ସେପ୍ଟେମ୍ବର ୨୩ରେ ବିଧାନସଭା ଘେରାଉ କରିବ ବିଜେଡି

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢିକରଣ କରି ଗ୍ରାମାଞ୍ଚଳର ବିକାଶ ଜନସାଧାରଣଙ୍କ ହାତରେ ଦେବା ପାଇଁ ସମ୍ବିଧାନରେ ଉଲ୍ଲେଖ ଥିଲାବେଳେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କ୍ଷମତାଲୋଭରେ ପ୍ରତ୍ୟେକ…

ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଉଠାଇନେଲା ଇଓଡବ୍ଲୁ

ନିମାପଡ଼ା ଆସନରେ ବିଜେଡିର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଉଠାଇନେଇଛି । କଟକ ଜିଲ୍ଲାର ବାଦାମବାଡ଼ି ଅଞ୍ଚଳସ୍ଥିତ ତାଙ୍କ ଘରୁ EOW ପଚରାଉଚରା କରି ଓ କାଗଜପତ୍ର ଯାଞ୍ଚ କରିବା ପରେ ଦିଲ୍ଲୀପ ନାୟକଙ୍କୁ ଉଠାଇନେଇଛି…

ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ

ଦିନକୁ ଦିନ ବଢ଼ିବାରେ ଲାଗିଛି ବିଜେଡି କଳି। ବିଜେଡ଼ି ନେତ୍ରୀ ଶ୍ରୀମୟୀଙ୍କୁ ଦଳରେ ଅଣଦେଖାକୁ ନେଇ ପରୋକ୍ଷରେ ମୁହଁ ଖୋଲୁଥିବା ବେଳେ ଆଜି ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ । ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ…

୬୦ ଛୁଇଁଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦେବା ନିନ୍ଦନୀୟ: ବିଜେଡି

ସୁଭଦ୍ରା ଯୋଜନାର ହିତାଧିକାରୀ ମାନଙ୍କ ମଧ୍ୟରୁ, ୬୦ ବର୍ଷ ଛୁଇଁଥିବା ପ୍ରାୟ ୯୩, ୭୯୨ ଜଣ ମହିଳା ବାଦ ପଡିବେ ବୋଲି ସ୍ପଷ୍ଟ ହୋଇଥିବା ବେଳେ ସେମାନେ ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରି ପାରିବେ ବୋଲି…

ବାଲିହରଚଣ୍ଡୀ ଛାତ୍ରୀ ଗଣଧର୍ଷଣ ଘଟଣା: ୧୭ ତାରିଖରେ ରାଜ୍ୟବ୍ୟାପୀ ଏସପି ଅଫିସ୍ ଘେରିବ ବିଜେଡି

ବାଲିହରଚଣ୍ଡୀ ଛାତ୍ରୀ ଗଣଧର୍ଷଣ ଘଟଣାରେ ୧୭ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାର ଏସ୍ପି ଅଫିସ ସମ୍ମୁଖରେ ଧାରଣା ଦେବ ବିଜୁ ମହିଳା ଜନତା ଦଳ । ବ୍ରହ୍ମଗିରିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ପ୍ରେମିକକୁ ଗଛରେ ବାନ୍ଧି ତା…

ଆଜି ବିଜେଡିର ଶୃଙ୍ଖଳା କମିଟି ବୈଠକ

ଆଜି ବସିବ ବିଜେଡିର ଶୃଙ୍ଖଳା କମିଟି ବୈଠକ । ଶଙ୍ଖ ଭବନରେ ବସିବ ଶୃଙ୍ଖଳା କମିଟି ବୈଠକ । ଆଜି ଅପରାହ୍ଣ ୫ଟାରେ ଶଙ୍ଖଭବନରେ ବିଜେଡି ଶୃଙ୍ଖଳା କମିଟି ବୈଠକ। ଶୃଙ୍ଖଳା କମିଟି ବୈଠକରେ ଉପସ୍ଥିତ ରହିବେ କମିଟିର ୭ ସଦସ୍ୟ…