ରାଜନୀତି ରାଜ୍ୟ ସୋସିଆଲ ମିଡ଼ିଆ ସଜାଡ଼ିବାକୁ ବିଜେଡିର ପ୍ରୟାସ October 4, 2025 Nirvay ସୋସିଆଲ ମିଡ଼ିଆ ସଜାଡ଼ିବାକୁ ବିଜେଡି ଏବେ ଜୋରଦାର ଚେଷ୍ଟା ଚଳାଇଛି । ୨୦୨୪ ନିର୍ବାଚନ ହାରିବାକୁ ଦଳ କି ଦଳୀୟ ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି । ଗତ ସାଧାରଣ ନିର୍ବାଚନରେ ନିର୍ବାଚନ ବୈତରଣୀ ପାର ହେବାକୁ ସୋସିଆଲ ମିଡ଼ିଆର ବହୁଳ…
ତାଜା ଖବର ରାଜନୀତି ରାଜ୍ୟ ପୋଲିସ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣା; ବିଜେପିର ସମ୍ପୃକ୍ତି ଅଭିଯୋଗର ପ୍ରମାଣ ରଖିଲା ବିଜେଡି October 3, 2025 Papirani ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ପୋଲ୍ ଖୋଲିଲା ବିଜେଡି । ଆଜି ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନପତ୍ର ମାମଲାରେ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି ।…
ରାଜନୀତି ରାଜ୍ୟ ବ୍ୟୋମକେଶ ରାୟଙ୍କୁ ଘେରିଲେ ସାଧାରଣ ଜନତା October 3, 2025 Nirvay ଦୁର୍ଗା ମେଢ଼ ଦେଖିବାକୁ ଆସି ହରଡ଼ଘଣାରେ ପଡ଼ିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ନିଜ ନିର୍ବାଚନ ମଣ୍ଡଳୀରେ ଦୁର୍ଗାପୂଜା ମଣ୍ଡପ ବୁଲୁଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଖେରଙ୍ଗ ପଞ୍ଚାୟତର ଲୋକ ‘ଭତ୍ତା ଚୋର’ କହି ଶ୍ରୀ…
ରାଜନୀତି ରାଜ୍ୟ ଏସଆଇ ପରୀକ୍ଷାରେ ଜାଲିଆତି ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜୁ ଯୁବ ଜନତା ଦଳ October 1, 2025 Nirvay ପୋଲିସ ସବ୍ ଇନିସପେକ୍ଟର୍ ପରୀକ୍ଷାରେ ଜାଲିଆତି ନେଇ ସିବିଆଇ ତଦନ୍ତ ଦାବି କରିଛି ବିଜୁ ଯୁବ ଜନତା ଦଳ । ବଡ଼ ଧରଣର ଅର୍ଥ କାରବାର ନେଇ ବିଜୁ ଯୁବଜନତା ଦଳ ଅଭିଯୋଗ କରିଛି । ଯୁବ ବିଜେଡି ସଭାପତି ଚିନ୍ମୟ…
ତାଜା ଖବର ରାଜନୀତି ରାଜ୍ୟ ଗୋପବନ୍ଧୁ ଜୟନ୍ତୀରୁ ମାସେ ପର୍ଯ୍ୟନ୍ତ ବିଜେଡି କରିବ ପଦଯାତ୍ରା September 28, 2025 Papirani ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା କରିବ ବିଜେଡି। ମାସେ ଧରି ଚାଲିବ ଏହି ଅଭିଯାନ । ଏ ନେଇ ଆଜି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ଉପସଭାପତି ପ୍ରମିଳା…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ‘ନେପୋଟିଜମ୍’ ନିଶାନା September 28, 2025 Papirani ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ‘ନେପୋଟିଜମ୍’ ନିଶାନା । ପୁଣି ସୋସିଆଲ ମିଡ଼ିଆରେ ନିଶାନା କଲେ ଶ୍ରୀମୟୀ ମିଶ୍ର ।ରାଜନେତାଙ୍କ ନାଁ ନ ନେଇଥିଲେ ବି ଅଣଦେଖା ନେଇ ରୋଷ ବଖାଣିଲେ ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଯାହା ଯୋଗ୍ୟତା…
ତାଜା ଖବର ରାଜ୍ୟ ଗତ ଏକ ବର୍ଷରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କ ଫଟୋ ଭିଡିଓ ଜାରି କଲା ବିଜେଡି September 24, 2025 Papirani ଗତକାଲି ଶ୍ରୀମୟୀ ମିଶ୍ରଙ୍କୁ ବିଜୁ ଜନତା ଦଳ ତରଫରୁ ନିଲମ୍ୱନ କରାଯିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ମୁଁ ଗତ ଏକ ବର୍ଷ ହେଲା ବିଜେଡିରେ ନଥିଲି ବୋଲି ଶ୍ରୀମୟୀ ଦେଇଥିବା ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ଦେଇ ବିଜେଡି ଶ୍ରୀମୟୀ…
ତାଜା ଖବର ରାଜନୀତି ରାଜ୍ୟ ଯଦି ସଦସ୍ୟଙ୍କ ନମ୍ୱର ନାହିଁ, ତେବେ ନିର୍ବାଚନ ନିୟମାନୁମୋଦିତ ନୁହେଁ: ଶ୍ରୀମୟୀ ମିଶ୍ର September 24, 2025 Papirani ଦଳରୁ ବାହାରିବା ପରେ ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ପ୍ରହାର କରୁଛନ୍ତି । ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଛନ୍ତି ଶ୍ରୀମୟୀ ମିଶ୍ର। ସୋସିଆଲ୍ ମିଡ଼ିଆ ପୋଷ୍ଟରେ ଲେଖିଲେ ଗଣତନ୍ତ୍ରର ଅପମାନ । ନିର୍ବାଚନ ପ୍ରକ୍ରିୟା ଏକ ଅଗଣନ୍ତ୍ରାତିକ ପ୍ରକ୍ରିୟା…
ରାଜନୀତି ରାଜ୍ୟ ବିଜେଡିରୁ ସସ୍ପେଣ୍ଡ ହେଲେ ଶ୍ରୀମୟୀ ମିଶ୍ର; ସୋସିଆଲ ମିଡିଆରେ ଦେଲେ ପ୍ରତିକ୍ରିୟା September 23, 2025 Nirvay ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବନ କରାଯାଇଛି । କେବଳ ଶ୍ରୀମୟୀ ନୁହଁନ୍ତି ମୟୂରଭଞ୍ଜ ଜିଲ୍ଲାର ଆଉ ୨ ସଦସ୍ୟ ସୁବାସ ଚନ୍ଦ୍ର ସାଇ ଏବଂ ପ୍ରବୀର…
ରାଜନୀତି ରାଜ୍ୟ ବିଜେଡିର ନିମାପଡ଼ା ଦ୍ୱନ୍ଦ୍ୱ; କାହିଁକି ଚୁପ ନବୀନ? September 23, 2025 Nirvay ଦୁର୍ନୀତିର ସବୁ ସୀମା ଲଙ୍ଘିଥିବା ନେତାଙ୍କଠାରୁ ମୋହ ତୁଟାଇ ପାରୁନାହାନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ୨୦୨୪ ସାଧାରଣ ନିର୍ବାଚନର ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ । ସେ ଏବେ ଜମି…