Tag: Bhubaneswar

Sundarpada Blast Case: ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲା: ୨ ଅଭିଯୁକ୍ତଙ୍କ ବିରୋଧରେ ଏନଆଇଏର ଚାର୍ଜସିଟ୍ ଦାଖଲ

ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବିଶେଷ ଏନଆଇଏ ଅଦାଲତରେ ୨ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ସାନୁ ଓରଫ ରୋହନ ରଞ୍ଜନ ରାଉତ ଏବଂ ଅମିୟ ରଞ୍ଜନ…

Rehabilitation Centre Shut down in BBSR: ଦିବ୍ୟାଙ୍ଗମାନଙ୍କ ସେବାରେ ଅବହେଳା: ୨୦ କୋଟିର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ବନ୍ଦକୁ ନେଇ NHRC ନୋଟିସ୍

ଦିବ୍ୟାଙ୍ଗମାନଙ୍କ ପୁନର୍ବାସ ପାଇଁ ଓଡ଼ିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିବା ଏକ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଏବେ ଦୀର୍ଘଦିନ ଧରି ବନ୍ଦ ପଡ଼ିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆଡଭାନ୍ସଡ୍ ରିହାବିଲିଟେସନ ସେଣ୍ଟର…

Minakshi Bahinipati Injured: ଇଣ୍ଡିଆ ମେଣ୍ଟର ରାଲି ବେଳେ ପୋଲିସ ଆକ୍ରମଣରେ ମିନାକ୍ଷୀ ବାହିନୀପତି ଆହତ

ଭୁବନେଶ୍ୱର ଲୋୟର ପିଏମଜିରେ ଏମଏମଡିଆର ଆଇନ ପ୍ରତ୍ୟାହାର, ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଜି ଇଣ୍ଡିଆ ମେଣ୍ଟ ତରଫରୁ ଏକ ବିଶାଳ ପରିବର୍ତ୍ତନ ରାଲି ଆୟୋଜନ ହୋଇଥିଲା ।…

State-Level Recruitment Drive: ୧,୧୦୧ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର, ଜନସେବାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୪ଟି ବିଭାଗର ସମୁଦାୟ ୧,୧୦୧ ଜଣ ନବନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏଥିସହ ସରକାରୀ ଚାକିରି କେବଳ…

Online Auto Protest: ଭୁବନେଶ୍ବରରେ ଅନଲାଇନ୍ ଚାଳକଙ୍କ ଆନ୍ଦୋଳନ ଘଟଣା; ୩୫୪ ଅଟୋର ପରମିଟ୍ ବାତିଲ

ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଅନଲାଇନ୍ ଅଟୋ ଚାଳକମାନଙ୍କ ଦ୍ୱାରା ହୋଇଥିବା ବିଶୃଙ୍ଖଳା ଘଟଣାରେ ପରିବହନ ବିଭାଗ ଓ କମିଶନରେଟ୍ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆନ୍ଦୋଳନ ପ୍ରଦର୍ଶନ କରି ନିୟମ ଭଙ୍ଗ କରିଥିବା ଅଟୋ…

BMC Crackdown on Illegal Billboards: ରାଜଧାନୀ ଭୁବନେଶ୍ୱରରୁ ହଟିବ ୪୦ ଫୁଟରୁ ଉଚ୍ଚ ହୋର୍ଡିଂ

ରାଜଧାନୀ ଭୁବନେଶ୍ୱରକୁ ସୁନ୍ଦର, ସୁରକ୍ଷିତ ଓ ବେଆଇନ କବ୍‌ଜାରୁ ମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସହରର ବିଭିନ୍ନ ପ୍ରମୁଖ ରାସ୍ତା ଓ ସାର୍ବଜନୀନ ସ୍ଥାନରେ ନିୟମ ଉଲ୍ଲଂଘନ କରି ଲଗାଯାଇଥିବା…

Madhya Pradesh Tragedy: ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଅନୁକମ୍ପା ରାଶି ଘୋଷଣା

ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ୮ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ନାଲଖେଡ଼ା ଅଞ୍ଚଳରେ ବର୍ଷାଜନିତ ପ୍ରବଳ ଜଳସ୍ରୋତରେ ଏକ କାର୍‌ ଭାସିଯିବାରୁ ଏହି ଦୁର୍ଘଟଣା…

7 Odia Tourists Killed in Madhya Pradesh: ମଧ୍ୟପ୍ରଦେଶରେ ଭାସି ଯାଇ ୭ ଓଡ଼ିଆ ପର୍ଯ୍ୟଟକ ମୃତ

ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲା ନଲଖେଡ଼ା ଅଞ୍ଚଳରେ ଏକ ଦୁଃଖଦ ଅଘଟଣରେ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଝରଣାରେ ବଢ଼ି ପାଣି ଆସିଥିବା ସମୟରେ ଏକ କାର୍‌ ଭାସିଯିବାରୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି…

Lord Lingaraj Rituals Halted: ଲିଙ୍ଗରାଜ ମନ୍ଦିରରେ ପୁଣି ନୀତିକାନ୍ତି ବନ୍ଦ

ରାଜଧାନୀ ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି। ବଡ଼ସିଂହାର ବେଶ ପରଠାରୁ ପୂଜାପଣ୍ଡା ସେବାୟତମାନେ ସମସ୍ତ ନୀତିକାନ୍ତି ବନ୍ଦ ରଖିଛନ୍ତି । ଗତକାଲି ରାତି ପ୍ରାୟ ୧୧ଟାରୁ ପୂଜାପଣ୍ଡା ସେବାୟତଙ୍କ ନୀତି ବନ୍ଦ ରହିଥିବା ସୂଚନା ମିଳିଛି। ପତ୍ରି…

Nandankanan Welcomes New Guests: ନନ୍ଦନକାନନକୁ ଆସିଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ୧୪ ପ୍ରଜାତିର ୫୮ଟି ବିଦେଶୀ ପ୍ରାଣୀ। ଗୁଜୁରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ ପକ୍ଷରୁ ଏହି ପ୍ରାଣୀଗୁଡ଼ିକୁ ନନ୍ଦନକାନନକୁ ଦାନ କରାଯାଇଛି । ଏହି ନୂଆ ଅତିଥିମାନଙ୍କ ମଧ୍ୟରେ ୪ଟି ଜେବ୍ରା ଓ…