Tag: Bhubaneswar

ରାଜ୍ୟରେ ବ୍ୟାପୁଛି ବାର୍ଡ ଫ୍ଲୁ; ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର

ରାଜ୍ୟରେ ଦିନକୁ ଦିନ ବାର୍ଡ ଫ୍ଲୁ ଆତଙ୍କ ଦେଖିବାକୁ ମିଳୁଥିବା ବେଳେ ଆଜି ଭୁବନେଶ୍ବରର କୁକୁଡ଼ା ଦୋକାନୀଙ୍କୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ତରଫରୁ ନୋଟିସ୍ ଜାରି କରାଯାଇଛି । ସଂକ୍ରିମତ ଅଞ୍ଚଳରୁ କୁକୁଡ଼ା ନକିଣିବାକୁ ଦୋକାନୀଙ୍କୁ ନୋଟିସ୍ ଦିଆଯାଇଥିବା ବେଳେ କୌଣସି…

ଆପାର୍ଟମେଣ୍ଟ ଭଙ୍ଗା ତଥ୍ୟ ଆସିନି: ମେୟର

ଆପାର୍ଟମେଣ୍ଟ ଭଙ୍ଗାଯିବା ପ୍ରସଙ୍ଗରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ଏଯାଏଁ ସରକାରଙ୍କ ପକ୍ଷରୁ ବିଏମସିକୁ କୌଣସି ପ୍ରକାର ତଥ୍ୟ ଆସିନାହିଁ। ଆପାର୍ଟମେଣ୍ଟ ପାଇଁ କେବଳ ବିଏମ୍‌ସି ନୁହେଁ ବିଡିଏ ବି ଅନୁମତି ଦେଇଛି ବୋଲି କହିଛନ୍ତି ।…

ଏକତରଫା ପ୍ରେମର କରୁଣ ପରିଣତି; ଯୁବତୀଙ୍କ ଦାଦାକୁ ହାଣିଲେ ପ୍ରେମିକ

ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଜଗତ ମଲିକ । ସ୍କୁଟିରେ…

ଚିକିଟି ମଦ ମୃତ୍ୟୁ ଘଟଣା; ସାଲିଆ ସାହିରେ ବୁଲିଲା ବୁଲଡୋଜର

ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚିକିଟି ମଦ ମୃତ୍ୟୁ ଘଟଣା ପରେ ଚଢ଼ଉ ଜାରି ରହିଛି । ଭୁବନେଶ୍ବର ସାଲିଆ ସାହିରେ ପୁଣି ଅବକାରୀ ବିଭାଗ ଚଢ଼ଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ପୋଚ ଜବତ ହୋଇଛି।…

ଭୁବନେଶ୍ୱରରେ ଭଙ୍ଗାଯିବ ୧୯୧ ଆପାର୍ଟମେଣ୍ଟ

ରାଜ୍ୟର ବିଭିନ୍ନ ସହରରେ ବେଆଇନ୍ ଭାବେ ଗଢି ଉଠିଛି ଶତାଧିକ ଆପାର୍ଟମେଣ୍ଟ । ସେଥିପାଇଁ ରାଜଧାନୀ ଭୁବନେଶ୍ୱରରେ ୧୯୧ଟି ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ । ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗରେ ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ଏହି ଭଳି ସୂଚନା…

ମଦମୃତ୍ୟୁ ପରେ ଅବକାରୀ ବିଭାଗର ଚଢ଼ଉ ଜାରି

ବିଷାକ୍ତ ଓ ନକଲି ମଦ ପିଇ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଅବକାରୀ ବିଭାଗର ଚଢ଼ଉ ଜାରି ରହିଛି। ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ନୀଳକଣ୍ଠନଗରରେ ଅବକାରୀ ବିଭାଗ ଚଢ଼ଉ କରି ବ୍ୟାପକ ଦେଶୀ ମଦ, ପୋଚ ଓ କଞ୍ଚାମାଲ ଜବତ କରିଛି। ଘର…

ଆଳୁ ପିଆଜ ଦର ଯାଞ୍ଚ ପାଇଁ ୧ ନଂ. ହାଟରେ ଚଢ଼ଉ

ଆଳୁ ପିଆଜ ଦର ଯାଞ୍ଚ ପାଇଁ ୧ ନଂ ହାଟରେ ଚଢ଼ଉ ହୋଇଛି। ବିଏମ୍‌ସି ଓ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି। ସୁଧୁରୁନି ଆଳୁ ସଙ୍କଟ।…

ବେଆଇନ ପାର୍କିଙ୍ଗ ଯୋଗୁଁ ବନ୍ଦ ହେଲା ବିଶାଲ ମେଗା ମାର୍ଟ

ଆକ୍ସନ ମୋଡ଼ରେ ସରକାର। ବେଆଇନ ପାର୍କିଙ୍ଗ ଯୋଗୁଁ ବନ୍ଦ ହୋଇଛି ରସୁଲଗଡସ୍ଥିତ ବିଶାଲ ମେଗା ମାର୍ଟ। ବେଆଇନ ପାର୍କିଙ୍ଗ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଶାଲ ମେଗା ମାର୍ଟ ଆଗରେ ଥିବା ସର୍ଭିସ ରୋଡ଼ ପର୍ଯ୍ୟନ୍ତ ବେଆଇନ ଭାବେ ଗାଡି ପାର୍କିଙ୍ଗ…

ବନ୍ଧୁକ ମୁନରେ ୫ ଲକ୍ଷ ଲୁଟ

ରାଜଧାନୀରେ ବଡ଼ ଧରଣର ଡକାୟତି। ବନ୍ଧୁକ ମୁନରେ ଲୁଟିନେଲେ ୫ ଲକ୍ଷ ଟଙ୍କା। କୋରିଅର ସଂସ୍ଥାର କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତି ହୋଇଛି। ଟମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରୁ ଡକାୟତି ହୋଇଛି। ସିଟିକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍‌ରୁ ଡକାୟତି ହୋଇଥିବା ସୂଚନା ମିଳିଛି…

ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା: ଚେତିବେ କି ସରକାର?

ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା ଦେଖାଦେଇଛି। ସଂକ୍ରମଣ ସଂଖ୍ୟା ବଢିଚାଲିଛି। ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। କେବେ ସରକାରଙ୍କ ଚେତା ପଶିବ। କେବେ ସରକାର ଡେଙ୍ଗୁ ସଂକ୍ରମଣରେ ରୋକ ଲଗାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବେ। ଆଉ କେତେ ଲୋକ ସଂକ୍ରମିତ ହେଲେ,…