Tag: Bhubaneswar

LiveIn Partner Assault: ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ; ବନ୍ଧା ହେଲା ଲିଭ୍ ଇନରେ ଥିବା ପୁରୁଷ ବନ୍ଧୁ

ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପିନ ସାବତଙ୍କୁ ଗିରଫ କରିଛି ପୋଲିସ। ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବ୍ରହ୍ମପୁରରୁ ଗିରଫ କଲା କମିଶନରେଟ୍ ପୋଲିସ୍। ପୀଡ଼ିତା ଜଣଙ୍କ ବୁଦ୍ଧନଗରରେ ଅଭିଯୁକ୍ତ ବିପିନ…

BBSR Unit 1 Market Fire: ଆଜି ବନ୍ଦ ରହିବ ଭୁବନେଶ୍ୱର ୧ ନଂ ହାଟ

ଆଜି ବନ୍ଦ ରହିବ ଭୁବନେଶ୍ୱର ୧ ନଂ ହାଟ । ସଫେଇ କାମ ପାଇଁ ବନ୍ଦ ରହିବ ୟୁନିଟ୍-୧ ହାଟ । ହାଟ ଭିତର ଓ ବାହର ଦୋକାନ ବନ୍ଦ ରଖିବାକୁ BMC ର ନିର୍ଦ୍ଦେଶ । ଯଦି ଆବଶ୍ୟକ ପଡେ,…

Youth Dies After Falling Into Drain: ମୁକୁଳା ଡ୍ରେନରେ ପଡି ଯୁବକ ମୃତ

ପୁଣି ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ। ଭୁବନେଶ୍ୱର ସାଲିଆସାହିରେ ଥିବା ଏକ ମୁକୁଳା ଡ୍ରେନରେ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ସେହି ବସ୍ତିର ସିନୁ ଗାଗରାଇ। ସୂଚନା ଯୋଗ୍ୟ, ବିଏମସି ତରଫରୁ ନୂଆ ରାସ୍ତା ପାଇଁ…

Lingaraj Temple Rituals Dispute: ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ଦୁଇ ସେବକ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଦୀର୍ଘ ସମୟ ଧରି ବ୍ୟାଘାତ ହେବା ପରେ ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କ ଦୈନନ୍ଦିନ ରୀତିନୀତି ସ୍ୱାଭାବିକ ହୋଇଛି। ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି…

Lingaraj Rituals Halted: ସେବାୟତଙ୍କ ବିବାଦ; ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ

ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ । ମକର ସଂକ୍ରାନ୍ତିରେ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ । ସେବାୟତଙ୍କ ବିବାଦ ଯୋଗୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି। ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଓ ନୀତି ବନ୍ଦ ରହିଥିଲା।…

Ama Bus Fire At Patia Depot: ପଟିଆ ଛକ ନିକଟ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ

ପଟିଆ ଛକ ନିକଟ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ। ଡିପୋରେ ଥିବା ଗୋଟିଏ ଇଭି ବସ୍‌ରେ ଲାଗିଲା ନିଆଁ । ୨ଟି ଅଗ୍ନିଶମ ଟିମ୍ ଦ୍ବାରା ନିଆଁ ଲିଭା ଉଦ୍ୟମ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଇଲେକ୍ଟ୍ରିକ୍ ବସ୍ ଚାର୍ଜ…

Illegal Liquor: ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍

ପୁଣି ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍ । ଯେତେ ରେଡ୍ କଲେ ମଧ୍ୟ ସାଲିଆ ସାହିରେ ବାହାରୁଛି ହଜାର ଲିଟର ଦେଶୀମଦ ସମାଗ୍ରୀ । ଆଜି ସାଲିଆ ସାହିରେ ୪ଟି ସ୍ଥାନରେ ୬ ହଜାର ଲିଟର ପୋଚ ନଷ୍ଟ କଲା…

Ama Bus Fire In Bhubaneswar: ରାସ୍ତା ମଝିରେ ଜଳିଗଲା ଆମ ବସ୍

ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ୍‌। ଆଜି ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କଳିଙ୍ଗ ଷ୍ଟୁଡିଓ ଛକରେ ହଠାତ୍‌ ବସରୁ ଧୂଆଁ ବାହାରିବାରୁ ଲାଗିଲା। ଏହାଦେଖି ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ…

Bhubaneswar Pollution: ପ୍ରଦୂଷଣ ରୋକିବାକୁ ବିଏମ୍‌ସି ପକ୍ଷରୁ ଜାରି ହେଲା କଟକଣା

ପ୍ରଦୂଷଣ ପାଇଁ ରାଜଧାନୀରେ ଲାଗିଲା କଟକଣା । ଅନୁଗୁଳ ଏବଂ ବାଲେଶ୍ୱର ପରେ, ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଓଡ଼ିଶା ରାଜଧାନୀରେ ବାୟୁ ଗୁଣବତ୍ତା ହ୍ରାସ କରିବା ପାଇଁ କଟକଣା ଜାରି କରିଛି । ହୋଟେଲ୍ ଢାବାରେ କାଠ ଓ କୋଇଲା…

Ama Bus Accident: ଆମ ବସ୍‌’ ଧକ୍କାରେ ଅଟୋ ଚାଳକ ମୃତ ଘଟଣା; ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସଂପର୍କୀୟଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। CMRFରୁ ୪ ଲକ୍ଷ ଟଙ୍କା ସହାୟତା ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ଏହା ସହ ଏହି ଘଟଣାକୁ ନେଇ…