Tag: Bhubaneswar

Lingaraja Temple Rituals: ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସମର୍ଥା ନିଯୋଗର ସହଯୋଗ ପରେ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି । ଆଜି ସକାଳୁ ଅବକାଶ ନୀତି ସମ୍ପନ୍ନ ହୋଇଥିବାବେଳେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି…

Fire At Lok Seva Bhawan: ଲୋକସେବା ଭବନରେ ଅଗ୍ନିକାଣ୍ଡ

ଆଜି ଲୋକସେବା ଭବନରେ ଅଗ୍ନିକାଣ୍ଡ ହୋଇଛି । ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା । ଏକ ଛୋଟ ଧରଣର ଅଗ୍ନିକାଣ୍ଡ ହୋଇଥିବାବେଳେ ନିଆଁକୁ ଆୟତ୍ତ କରାଯାଇଛି । ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ତେବେ…

Chhath Puja: ପତ୍ନୀଙ୍କ ସହିତ ପବିତ୍ର ‘ଛଟ୍ ପୂଜା’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ହେଉଛି ପବିତ୍ର ‘ଛଟ୍ ପୂଜା’ର ଅନ୍ତିମ ଦିବସ । ଏଥିପାଇଁ ଚାରିଆଡ଼େ ସବୁଠି ଉତ୍ସବ ମୁଖର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପତ୍ନୀଙ୍କ ସହିତ ଭୁବନେଶ୍ୱରରେ ଆୟୋଜିତ ଛଟ୍ ପୂଜାରେ ସାମିଲ ହୋଇଛନ୍ତି ।…

Unit1 VegetableMarket Fire: ଭୁବନେଶ୍ୱର ୟୁନିଟ ୧ ପରିବା ମାର୍କେଟରେ ଲାଗିଲା ନିଆଁ

ରାଜଧାନୀ ଭୁବନେଶ୍ୱରର ୟୁନିଟ ୧ ପରିବା ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ହାଟରେ ଥିବା ଅନେକ ଦୋକାନ, ପରିବା ଗୋଦାମରେ ଲାଗିଛି ନିଆଁ । ନିଆଁ ଲାଗି ଜଳିଯାଇଛି ୧୫ରୁ ୨୦ଟି ଦୋକାନ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଂଚି…

Minor Girl raped in Bhubaneswar: ରାଜଧାନୀରେ ନାବାଳିକାଙ୍କୁ ଧର୍ଷଣ ଅଭିଯୋଗ

ରାଜଧାନୀରେ ଲଜ୍ଜା । ରାଜଧାନୀରେ ପୁଣି ଜଣେ ନାବାଳିକା ଧର୍ଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । କ୍ୟାପିଟାଲ ଥାନା ଅଧିନ ଅଶୋକ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ନାବାଳିକା ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲର…

କ୍ୟାପିଟାଲ ଥାନା ଘେରିଲା ଅଟୋ ଚାଳକ ସଂଘ

କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ୍‌ ଅଟୋ ଚାଳକ ସଂଘ । କ୍ୟାପିଟାଲ ଥାନା ସାମ୍ନାରେ ଏକାଧିକ ଅଟୋ ଛିଡ଼ା ହୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଏହା ଫଳରେ ରାଜମହଲରୁ ଏଜି ଛକ ରାସ୍ତା ସମ୍ପୂର୍ଣ୍ଣ ଜାମ୍‌…

ଭୁବନେଶ୍ବରରେ ବିଏମସି ଅଞ୍ଚଳରେ ଅଛନ୍ତି ୪୭,୧୨୬ ବୁଲା କୁକୁର

ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ବୁଲା କୁକୁର ଗଣନା କରାଯାଇଥିଲା। ଗତ ସେପ୍ଟେମ୍ବର ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ବିଏମସି ପକ୍ଷରୁ ଦୁଇଟି ପର୍ଯ୍ୟାୟରେ କୁକୁର ଗଣନା କରାଯାଇଥିଲା । ବିଏମସି ଅଞ୍ଚଳରେ ୪୭,୧୨୬ ବୁଲା କୁକୁର…

ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର; ଆସନ୍ତା ୧୧ରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର । ଆସନ୍ତା ୧୧ରେ ଭୁବନେଶ୍ୱର ପାଣ୍ଡରାରେ ଫିସ ମାର୍କେଟର ଶିଳାନ୍ୟାସ । VCରେ ଫିସ୍‌ ମାର୍କେଟ୍‌ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୬୦ କୋଟି ବ୍ୟୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ…

କାଲି ବଜ୍ରପାତରେ ମନ୍ଦିର ପତାକା ପୋଡ଼ିଯିବା ଘଟଣା; ଲିଙ୍ଗରାଜ ମନ୍ଦିରରେ ଏଏସ୍ଆଇ ଟିମ୍‌

ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ଏଏସ୍ଆଇ ଟିମ୍‌ । ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯିବା ପରେ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିରରେ ପହଞ୍ଚିଲେ ଏଏସ୍ଆଇ ଟିମ୍‌ । ଏଏସ୍ଆଇ ଟିମ୍‌ର ଗୋଟିଏ ଟିମ୍ ପହଞ୍ଚି ମନ୍ଦିର ପରିସରରେ ଯାଞ୍ଚ କରିଥିବା…

ଘଣ୍ଟାଏ କାଳ ବର୍ଷାରେ ବେହାଲ ରାଜଧାନୀ ଅବସ୍ଥା; କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି

ରାଜଧାନୀ ଭୁବନେଶ୍ଵରରେ ଘଣ୍ଟାଏ କାଳ ଛେଚିଲା ବର୍ଷା । ହଠାତ୍ କଳାହାଣ୍ଡିଆ ମେଘ ମାଡ଼ିଆସି ନିର୍ଦ୍ଧୁମ ବର୍ଷିଲା ବର୍ଷା। ଯାହାଫଳରେ ରାଜଧାନୀର ବିଭିନ୍ନ ସ୍ଥାନରେ ବୁଡ଼ିଲା ରାସ୍ତାଘାଟ । ଯାହାକୁ ରଖିଲେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟ ବୋଲି ଜଣାପଡିଛି ।…