Tag: BDO Collapses

Derabish BDO Collapse: ଡେରାବିଶ ମହିଳା ବିଡିଓଙ୍କୁ ଚାମ୍ବରରେ ଆକ୍ରମଣ ଘଟଣା; ଥାନାରେ ସମସ୍ତ କର୍ମଚାରୀଙ୍କ ଲିଖିତ ଅଭିଯୋଗ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଦୁର୍ବ୍ୟବହାର ଓ ଧମକପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରାଯାଇଥିବା ନେଇ ଆଜି ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ବିଡିଓ…