ତାଜା ଖବର ରାଜ୍ୟ ବାଲେଶ୍ୱରରେ ଟ୍ରେନରେ କଟି ଚାଲିଗଲା ୨ ଯୁବକଙ୍କ ଜୀବନ July 9, 2024 Papirani ବାଲେଶ୍ୱର ଜିଲ୍ଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏକ ଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ପୁରୀ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ୨ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନ ଥିବା ବେଳେ ସେମାନେ…
ତାଜା ଖବର ରାଜନୀତି ରାଜ୍ୟ ବାଲେଶ୍ୱର ସହରରେ ଆହୁରି କୋହଳ ହେଲା କର୍ଫ୍ୟୁ କଟକଣା June 25, 2024 Papirani ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ବାଲେଶ୍ବର ସହର ଅଶାନ୍ତ ଥିବା ବେଳେ ଧୀରେ ଧୀରେ ଶାନ୍ତି ଫେରୁଥିବାର ନଜରକୁ ରଖି ଜିଲ୍ଲା ପ୍ରଶାସନ ଓ ବାଲେଶ୍ବର ପୋଲିସର ମିଳିତ ଉଦ୍ୟମରେ କର୍ଫ୍ୟୁ କୋହଳ କରାଯାଇଛି । ବାଲେଶ୍ୱରରେ ଆହୁରି…
ରାଜ୍ୟ ବାଲେଶ୍ବର ସହରରେ କାଲିଠୁ ଚାଲିବ ଇଣ୍ଟରନେଟ୍ June 23, 2024 Nirvay ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ହୋଇଛି। ଟାଉନ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟାରେ କର୍ଫ୍ୟୁ କୋହଳ କରାଯାଇଛି। ଆଜି ସୁଦ୍ଧା ୮୯ ଗିରଫ ହୋଇଥିବା ବେଳେ ୨୧ଟି ମାମଲା ରୁଜୁ ହୋଇଛି।…
ତାଜା ଖବର ରାଜ୍ୟ ବାଲେଶ୍ବରରେ ପୁଣି କର୍ଫ୍ୟୁ କୋହଳ June 22, 2024 Papirani ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ମାମଲାରେ ଗତକାଲି ଠାରୁ କର୍ଫ୍ୟୁରୁ ଶିଳ୍ପାଞ୍ଚଳ ଥାନାକୁ ବାଦ ଦିଆଯାଇଥିବା ବେଳେ ଆଜି ସହଦେବଖୁଣ୍ଟା ଥାନା ଅଞ୍ଚଳର କର୍ଫ୍ୟୁ ସମୟକୁ ଆଧିକ କୋହଳ କରାଯାଇଛି। ଶନିବାର ସନ୍ଧ୍ୟାରେ ସାମ୍ୱାଦିକ ସମ୍ମିଳନୀ କରି ଜିଲ୍ଲାପାଳ ଠାକରେ କହିଛନ୍ତି ସହରରେ…
ତାଜା ଖବର ରାଜ୍ୟ ବାଲେଶ୍ୱରରେ ଆଜିଠୁ ଉପଲବ୍ଧ ହେବ ଇଣ୍ଟରନେଟ ସେବା June 22, 2024 Papirani ବାଲେଶ୍ବର ସହରରେ ଆଜି ସକାଳୁ ଜନଜୀବନ ସ୍ବାଭାବିକ ହୋଇଛି। କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ସେଥିପାଇଁ ଆଜିଠୁ ଲିଜ୍ ଲାଇନ୍ ସହ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ତେବେ ମୋବାଇଲରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ସହଦେବଖୁଣ୍ଟା ଓ…
ତାଜା ଖବର ରାଜ୍ୟ ବାଲେଶ୍ବରରେ ଆହୁରି କୋହଳ ହେଲା କର୍ଫ୍ୟୁ June 21, 2024 Papirani ବାଲେଶ୍ବରରେ ପରିସ୍ଥିତିରେ ଆସୁଥିବା ସୁଧାରକୁ ଦୃଷ୍ଟିରେ ରଖି ଆହୁରି କୋହଳ ହେଲା କର୍ଫ୍ୟୁ । ସକାଳ ୫ରୁ ଦିନ ୨ଟା ଯାଏଁ ହେବା କର୍ଫ୍ୟୁ କୋହଳ । ଲୋକେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରି ଘରକୁ ଫେରିବାକୁ ପ୍ରଶାସନ…
ତାଜା ଖବର ରାଜ୍ୟ ବାଲେଶ୍ବର ସହରରେ ଆଉ ୨ ଘଣ୍ଟା ହେଲା କର୍ଫ୍ୟୁ କୋହଳ June 20, 2024 Papirani ବାଲେଶ୍ବର ଗୋଷ୍ଠୀ ସଂଘର୍ଷ କାରଣରୁ ପୁଲିସ ପ୍ରଶାସନ ପକ୍ଷରୁ ପୌରାଞ୍ଚଳରେ ଲାଗୁ ହୋଇଥିବା କର୍ପ୍ୟୁକୁ ଆଉ ୨ ଘଣ୍ଟା କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ଏଣିକି ୭ରୁ ୧୧ ପରିବର୍ତ୍ତେ ସକାଳ ୬ଟାରୁ ଦିନ ୧୨ଟା କର୍ଫ୍ୟୁ କୋହଳ…
ତାଜା ଖବର ରାଜ୍ୟ ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଆସନ୍ତାକାଲି ୪ ଘଣ୍ଟା କର୍ଫ୍ୟୁ କୋହଳ June 19, 2024 Papirani ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଦୁଇ ଦିନ ହେବ ପୂରା ସହରରେ କର୍ଫ୍ୟୁ ଲାଗିରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ବାଲେଶ୍ୱର ମୁନିସିପାଲିଟି ଅଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁ ଗୁରୁବାର ଚାରି ଘଣ୍ଟା ପାଇଁ କୋହଳ କରାଯାଇଛି। ସ୍ଥିତିକୁ…
ତାଜା ଖବର ରାଜନୀତି ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ହେଲା କର୍ଫ୍ୟୁ June 18, 2024 Papirani ଗୋଷ୍ଠୀ ସଂଘର୍ଷ ପରେ ଅଶାନ୍ତ ହୋଇପାରିଛି ବାଲେଶ୍ୱର । ବିଳମ୍ବିତ ରାତିରେ ଉତ୍ତେଜନା, ପୋଡାଜଳା ପରେ ବାଲେଶ୍ୱରରେ କର୍ଫ୍ୟୁ । ବାଲେଶ୍ୱର ସହରରେ ଅଶାନ୍ତ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ…
ତାଜା ଖବର ରାଜ୍ୟ ବାଲେଶ୍ଵର ଗୋଷ୍ଠୀ ଉତ୍ତେଜନା: ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ June 17, 2024 Papirani ବାଲେଶ୍ବର ଜିଲ୍ଲା ଟାଉନ ଥାନ ଅନ୍ତର୍ଗତ ସୁନହଟ ଛକ ନିକଟରେ ଏକ ନାଳରେ ରକ୍ତ ଭାସିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ପରିସ୍ଥତିକୁ କାବୁ କରିବା ପାଇଁ ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ…