Tag: Assembly

ଓଡ଼ିଶାରେ ସର୍ବକନିଷ୍ଠ ବିଧାୟିକା ହେଲେ ଉପାସନା ମହାପାତ୍ର

ଚଳିତବର୍ଷ ବିଧାନସଭା ନିର୍ବାଚନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜୟ ହୋଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଓ ୧୮୧୭ ମସିହାରେ ପାଇକ ବିଦ୍ରୋହର ନେତୃତ୍ବ ନେଇଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ଅଣ ନାତୁଣୀ ଉପାସନା ମହାପାତ୍ର । ବିଧାନସଭା ଆସନରେ…

ଏ ସପ୍ତାହରେ ୬୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେଡି

ମିଳିଥିବା ବିଶ୍ୱସ୍ତ ସୂତ୍ର ଅନୁସାରେ ଶାସକ ବିଜୁ ଜନତା ଦଳ ପାଖାପାଖି ୬୦ ବିଧାନସଭା ଆସନ ପାଇଁ ଆସନ୍ତା ଶନିବାର କିମ୍ବା ରବିବାର ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ। ଏ ବାବଦରେ ଅଧିକାଂଶ ଆସନରେ ପ୍ରାର୍ଥୀ ଚୂଡାନ୍ତ ସହ ଆଶାୟୀ ମାନଙ୍କ…

ଆସନ୍ତାକାଲିଠୁ ବିଧାନସଭା; ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ DGP

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବଜେଟ ଅଧିବେଶନ। ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ…