Tag: Assembly

ବିଧାନସଭାରେ ଉଠିଲା ଛି ଛି ଛିରେ ନନୀ ଗୀତ ପ୍ରସଙ୍ଗ

ବିଧାନସଭାରେ ଉଠିଲା ‘ଛି ଛି ଛିରେ ନନୀ’ ଗୀତା ପ୍ରସଙ୍ଗ ।ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ରାଜ୍ୟରେ ବର୍ତମାନ ଚର୍ଚ୍ଚାରେ ଅଛି ‘ଛି ଛି ଛିରେ ନନୀ’ ଗୀତ। ଏହି କୋରାପୁଟିଆ ଭାଷାକୁ ସ୍ବୀକୃତି…

ରାଜ୍ୟରେ ଖାଲିପଡ଼ିଛି ୬୬ ଆଇଏଏସ୍ ଓ ୬୮ ଆଇପିଏସ୍ ପଦବୀ

ରାଜ୍ୟରେ ମରୁଡ଼ି ପଡ଼ିଛି ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ । ୬୬ ଆଇଏଏସ୍ ଓ ୬୮ ଆଇପିଏସ୍ ପଦବୀ ଖାଲିଥିବା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ…

ରାଜ୍ୟରେ ପୂରଣ ହେବ ୫୨୪୮ ଏମବିବିଏସ ଡାକ୍ତର ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଚଳିତ ବର୍ଷ ରାଜ୍ୟରେ ପୂରଣ ହେବ ୫୨୪୮ ଏମବିବିଏସ ଡାକ୍ତର ପଦ । ଏହାସହ ୧୨୬ ଦନ୍ତ ଚିକିତ୍ସକ ଡାକ୍ତର ପଦ ମଧ୍ୟ ଚଳିତ ବର୍ଷ ପୂରଣ ହେବ । ଏନେଇ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଥିବା ନେଇ ଆଜି ବିଧାନସଭା…

ସମ୍ବିଧାନ ଅବମାନନା କୁ ନେଇ ତାତିଲା ବିଜେଡି : ବିଜେପି କୁ ନବୀନଙ୍କ ସମାଲୋଚନା

ସମ୍ବିଧାନ ଦିବସରେ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦକୁ ବାଦ ଦିଆଯିବା ନେଇ ଡବଲ ଇଂଜିନ ସରକାରକୁ କଡ଼ା ସମାଲୋଚନା କରିଛି କଂଗ୍ରେସ।ଦଳ ଅଭିଯୋଗ କରିଛି, ଏ ଷଡଯନ୍ତ୍ର କେନ୍ଦ୍ର ସରକାର କରିଥିଲେ। ଯେଉଁଥି ପାଇଁ ବିଜେପି ଆଜି ବି ଧର୍ମନିରପେକ୍ଷ କଥା…

ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ଆଲୋଚନା ନେଇ କଂଗ୍ରେସ ବିଧାୟକ ଦଳ ବୈଠକ

ଆସନ୍ତା ୨୬ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ୨୫ରେ କଂଗ୍ରେସ ଏବଂ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ କଂଗ୍ରେସ ଏବଂ ବିଜେଡି ଅନାହାର ମୃତ୍ୟୁ, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି, ନିଯୁକ୍ତି ଏବଂ ଶିଶୁ ବିକ୍ରି…

ବିଧାନସଭାରେ ଧାରା ୩୭୦ ବ୍ୟାନର ପ୍ରଦର୍ଶନକୁ ନେଇ ହାତାହାତି ହେଲେ ଏକାଧିକ ଦଳର ବିଧାୟକ

୩୭୦ ଧାରା ଉଚ୍ଛେଦ ହେବା ପରେ ଦୀର୍ଘ ୬ ବର୍ଷ ପରେ ଜମ୍ମୁ କଶ୍ମୀର ବିଧାନସଭାରେ ଗତ ସେମାବାର ଠାରୁ ୫ ଦିନିଆ ଅଧିବେଶନ ଆରମ୍ଭ ହୋଇଛି । ଆଜି ଜମ୍ମୁ-କଶ୍ମୀରରେ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ଦେଖିବାକୁ…

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ମମତା ମହାନ୍ତ

ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହେବା ପରେ ବିଧାନସଭାରେ ପହଞ୍ଚି ସାର୍ଟିଫିକେଟ ନେଇଛନ୍ତି ମମତା ମହାନ୍ତ। ସୂଚନା ମୁତାବକ; ନିକଟରେ ମମତା ମହାନ୍ତ ବିଜେଡି…

ଓଡ଼ିଶାର ୧୪ ଟି ଜିଲ୍ଲାକୁ ଜୋନ-୩ ଭୂକମ୍ପ ଭୟ

ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ଗଜପତିରେ ୧୨୯ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ରହିଥିବା ବେଳେ ରାଜ୍ୟରେ ୧୪ ଟି…

ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ

ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ । ମମତା ମହନ୍ତଙ୍କ ପରେ ରାଜ୍ୟସଭା ଆସନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ। ଅନ୍ୟପଟେ ପ୍ରଥମ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମମତା…

ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ, ୨୦୯୮ ହାତୀ ଓ ୭୪୩ ଡଲ୍‌ଫିନ୍‌

ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହରେ ପ୍ରଶ୍ନକାଳ ସମୟରେ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ସେ କହିଛନ୍ତି ସମୁଦାୟ ରାଜ୍ୟରେ ଅଛନ୍ତି ୨୭…