ତାଜା ଖବର ରାଜ୍ୟ Odisha’s Cultural Essence in Gujarat: ଗୁଜୁରାଟର ଏକତା ନଗରରେ ଓଡ଼ିଶାର କଳା ଓ ସଂସ୍କୃତି ପ୍ରଦର୍ଶିତ November 11, 2026 Nirvay ଗୁଜୁରାଟର ଏକତା ନଗରେ ଆୟୋଜିତ ହେଉଥିବା ‘ଭାରତ ପର୍ବ’ କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତିର ଝଲ୍କ ଦେଖିବାକୁ ମିଳୁଛି। ‘ଭାରତ ପର୍ବ’ କାର୍ଯ୍ୟକ୍ରମରେ ଆୟୋଜିତ ହେଉଥିବା ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶାର ଶାସ୍ତ୍ରୀୟ ଓ ଲୋକନୃତ୍ୟ ପରିବେଷଣ କରାଯାଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ…