Tag: Arrest

BCJD President Ipsita Sahoo Detained by Police: ରମାଦେବୀ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଉଠାଇ ନେଲା ପୋଲିସ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଭୋଟିଂ ଚାଲିଥିବା ସମୟରେ କ୍ୟାମ୍ପସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନୀ ହିଂସା ଓ ଗଣ୍ଡଗୋଳ ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳ (BCJD)ର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କୁ କମିଶନରେଟ୍ ପୋଲିସ…

Ashram School Headmaster Arrested in Mayurbhanj: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରଫ

ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ପୁଣି ଲାଗିଛି କଳଙ୍କ। ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି ପୋଲିସ। ଏଭଳି ଏକ ସମ୍ବେଦନଶୀଳ ଘଟଣା ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ମିଳିଥିବା…

Prakash Paswan Arrested In Bihar: ରାଉରକେଲା ସର୍କିଟ୍ ହାଉସ୍ ମାମଲା: ବିହାରରୁ ପ୍ରକାଶ ପାଶ୍ୱାନ ଗିରଫ

ରାଉରକେଲା ସରକାରୀ ସର୍କିଟ ହାଉସରୁ ବନ୍ଧୁକ ଜବତ ମାମଲାରେ ଫେରାର ଥିବା ନିଲମ୍ବିତ ବିଜେପି ଯୁବ ନେତା ପ୍ରକାଶ ପାଶ୍ୱାନଙ୍କୁ ଓଡ଼ିଶା ପୁଲିସ ବିହାରରୁ ଗିରଫ କରିଛି। ବିହାରର ସମସ୍ତୀପୁର ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି…

Cricketer Abhishek Porel Arrested: ଦୁଷ୍କର୍ମ ମାମଲାରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗରେ IPL କ୍ରିକେଟର ଗିରଫ । ଅଭିଷେକ ପୋରେଲଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ। କର୍ଣ୍ଣାଟକର ମେଡିକାଲ ଛାତ୍ରୀଙ୍କ ଅଭିଯୋଗ ପରେ ଇଣ୍ଡିଆନ୍ ପ୍ରିମୟର୍ ଲିଗ୍ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସଦସ୍ୟ ୱିକେଟ୍…

CID Arrests Ex-JPSC Chairperson: ଝାଡ଼ଖଣ୍ଡ JPSC ନିଯୁକ୍ତି ଦୁର୍ନୀତି ମାମଲା: ପୂର୍ବତନ ଅଧ୍ୟକ୍ଷ ଏଲ୍ ଖୈଙ୍ଗଟେ ଗିରଫ

ଝାଡ଼ଖଣ୍ଡ ଲୋକସେବା ଆୟୋଗ (JPSC) ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତା ଓ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ସିଆଇଡି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ ମଧ୍ୟରେ ଝାଡ଼ଖଣ୍ଡ ଲୋକ ସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏଲ୍ ଖୈଙ୍ଗଟେ…

Fraud Case In BBSR: ରାଜଧାନୀରେ ୨୯ ଲକ୍ଷ ଠକେଇ ଅଭିଯୋଗ; ସ୍ୱାମୀ ଗିରଫ; ପତ୍ନୀ ଫେରାର

ଅଧିକ ଟଙ୍କା ଲୋଭ ଦେଖାଇ ଶତାଧିକ ଲୋକଙ୍କୁ ଲୁଟୁଥିବା ଏକ ବଡ଼ ଠକେଇ ଦମ୍ପତିଙ୍କ ପର୍ଦ୍ଦାଫାଶ କରିଛି ପୋଲିସ। ନିଜକୁ ଓପିଟିସିଏଲ୍ (OPTCL) ଅଧିକାରୀ କହି ପ୍ରାୟ ୧୫ରୁ ଅଧିକ ଲୋକଙ୍କ ଠାରୁ ୨୯ ଲକ୍ଷ ଠକେଇ ଅଭିଯୋଗରେ ପୋଲିସ ଜଣେ…

Former Tamil Nadu Deputy CM Arrested: ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ଗିରଫ

ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ଗିରଫ । ଷ୍ଟାଲିନ୍‌ଙ୍କୁ ତାଙ୍କ ବାସଭବନରୁ ଗିରଫ କଲା ପୋଲିସ। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟ ମାମଲାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପଟେ ଗିରଫଦାରୀରୁ ବର୍ତ୍ତିବା ପାଇଁ…

Vigilance Arrests Kendrapada Forest Ranger: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର ନାୟକ ଗିରଫ

କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର ନାୟକ ଗିରଫ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଚଢ଼ାଉ ବେଳେ ତାଙ୍କ ପାଖରେ ୨ଟି କୋଠା, କଟକ ବାରଙ୍ଗ ଥାନା ମୁଣ୍ଡୁଳିରେ ୭୦୩୮ ବର୍ଗଫୁଟ ଜମି ଉପରେ ଚାରି…

Pipili Rape Case: ପିପିଲିରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ଗିରଫ କଲା ଧଉଳି ପୋଲିସ

ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱରର ଜଣେ ଯୁବତୀଙ୍କୁ ପିପିଲିର ଏକ ହୋଟେଲରେ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ପୀଡ଼ିତା ଧଉଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା। ଘଟଣାଟି…

CBI Arrests IT Officer: ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ଆୟକର ଅଧିକାରୀ

ଲାଞ୍ଚ ନେଇ ବନ୍ଧା ହେଲେ ଆୟକର ଅଧିକାରୀ। ଭଦ୍ରକ ଜିଲ୍ଲାର ଆୟକର କାର୍ଯ୍ୟାଳୟରେ ସୁପରିଣ୍ଟେଣ୍ଡେଣ୍ଟ ରମେଶ ମହାନ୍ତି ଗିରଫ। ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ସିବିଆଇ। ଡୁପ୍ଲିକେଟ ପାନ୍ କାର୍ଡ ଡିଲିଟ କରିବାକୁ ରମେଶ ୪ ହଜାର ଟଙ୍କା…