ଦେଶ ରାଜ୍ୟ ତାମିଲନାଡୁର ମୁଖ୍ଯ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ଝିଅ ଅର୍ଚ୍ଚନା ପଟ୍ଟନାୟକ November 8, 2024 Nirvay ତାମିଲନାଡୁ ମୁଖ୍ଯ ନିର୍ବାଚନ ଅଧିକାରୀ ଭାବେ ଏମ୍. ଏସ୍. ଏମ୍. ଇ. ସଚିବ ଅର୍ଚ୍ଚନାଙ୍କୁ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ। ଓଡ଼ିଶାର ମୂଳ ବାସିନ୍ଦା ଏହି ବରିଷ୍ଠ ଆଇଏଏସ୍ ଅଧିକାରୀ ଓଡ଼ିଶାର ସତ୍ଯବ୍ରତ ସାହୁଙ୍କ ସ୍ଥାନରେ ଦାଯ଼ିତ୍ୱ ଗ୍ରହଣ କରିବେ।ସେ ୨୦୧୭-୨୦୨୦…