Tag: Amit shah

ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ମନମୋହନ ସାମଲ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ଅବସରରେ ସାମଲ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି । ଏ ନେଇ ମନମୋହନ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।…

ପହଲଗାମ ଆତଙ୍କୀ ଆକ୍ରମଣରେ ଜଡିତ ୩ ଆତଙ୍କବାଦୀ ନିହତ: ଅମିତ ଶାହ

ଅପରେସନ୍ ମହାଦେବରେ ବଡ଼ ସଫଳତା । ପହଲଗାମ ନରସଂହାରରେ ସାମିଲ ଥିବା ୩ ସନ୍ଦିଗ୍ଧ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଥିବା ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମୌସୁମୀ ଅଧିବେଶନ ସମୟରେ ଲୋକସଭାକୁ…

ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ଅମିତ ଶାହଙ୍କ ପ୍ରତିକ୍ରିୟା

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ସିଭିଲ ହସ୍ପିଟାଲରେ ପହଞ୍ଚି ଆହତ ମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଅପଡେଟ ନେଇଛନ୍ତି । ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ଅମିତ ଶାହ କହିଛନ୍ତି ଯେ ବିମାନରେ…

ଇ-ଜିରୋ ଏଫଆଇଆର ବ୍ୟବସ୍ଥାର ପାଇଲଟ ପ୍ରୋଜେକ୍ଟ ର ଶୁଭାରମ୍ଭ କଲେ ଅମିତ ଶାହ

ଦିଲ୍ଲୀରୁ ଇ-ଜିରୋ ଏଫଆଇଆର (FIR) ବ୍ୟବସ୍ଥାର ପାଇଲଟ ପ୍ରୋଜେକ୍ଟ ଶୁଭାରମ୍ଭ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ x ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ…

୧୦ ରାଜ୍ୟରେ ବଢ଼ିଲା ସୁରକ୍ଷା; ଛୁଟିରେ ଥିବା ଯବାନଙ୍କ ଛୁଟି ବାତିଲ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦିନ ପାକିସ୍ତାନ ସହ ସୀମାନ୍ତରେ ଥିବା ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମୁଖ୍ୟଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଯେକୌଣସି ପରିସ୍ଥିତିର…

ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଅମିତ ଶାହଙ୍କୁ ଚିଠି ଲେଖିଲେ ସାଂସଦ ପ୍ରଦୀପ ପୁରୋହିତ

ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଗନ୍ଧମାର୍ଦ୍ଦନ ସହ ଐତିହାସିକ, ସାଂସ୍କୃତିକ, ଧାର୍ମିକ ଭାବାବେଗ ରହିଛି । ଠାରେ ବକ୍ସାଇଟ୍‌, ଚୁନ ପଥର, ଗ୍ରେନାଇଟ୍‌ ଆଦି ଭରି…

ଡିସେମ୍ବର ୨୮ ଓ ୨୯ରେ ଭୁବନେଶ୍ବରରେ ରହିବେ ଅମିତ ଶାହ

ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ରହିବେ ଅମିତ ଶାହ । ଦଳର ନେତା ଓ ବିଧାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସହ…

ସ୍ବପ୍ନରେ ବି ଆମ୍ବେଦକରଙ୍କୁ ଅପମାନିତ କରିପାରିବିନି: ଅମିତ ଶାହା 

ରାଜ୍ୟସଭାରେ ଡ. ଆସେବକରଙ୍କ ବାବଦରେ ନିଜ ଟିପ୍ପଣୀକୁ ନେଇ ବିବାଦ ପରେ ଗୃହ ମନ୍ତ୍ରୀ ଅମିତ ଶାହା । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେବା ସହ କଂଗ୍ରେସକୁ ପୁଣିଥରେ ଜୋରଦାର ଘେରିଛନ୍ତି । “ସଂସଦରେ କଥା ତଥ୍ୟ…

କଂଗ୍ରେସ ସର୍ବଦା ସମ୍ବିଧାନ ବିରୋଧୀ କାମ କରିଆସିଛି:ଅମିତ ଶାହ

ଲୋକସଭାରେ ସମ୍ବିଧାନକୁ ନେଇ ଚାଲିଥିବା ବିତର୍କ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବକ୍ତବ୍ୟକୁ ନେଇ କଂଗ୍ରେସ ତୁମ୍ବି ତୋଫାନ କରିବା ସହ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ କହିଛନ୍ତି, ଗୌରବ ଯାତ୍ରାର…

ଦିଲ୍ଲୀରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ବିରାଟ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଦିଲ୍ଲୀ ବାନସେରା ପାର୍କରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ । ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।୨୦ ଫୁଟ…