Tag: Air Pollution

Delhi Pollution: ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ; ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ତେଲ ମିଳିବନି

ପ୍ରଦୂଷଣରେ ଅଣନିଶ୍ବାସୀ ରାଜଧାନୀ ଦିଲ୍ଲୀ। ବାୟୁରେ ବିଷ, ନିଶ୍ବାସ ନେବାରେ କଷ୍ଟ। ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ ଓ ଏନସିଆର୍। ଏହାକୁ ଦୃଷ୍ଟିରେ ରଖି ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର କଠୋର ପଦକ୍ଷେପ ନେଉଛନ୍ତି। ଗୁରୁବାର ଠାରୁ…

Delhi Air Pollution: ଦିଲ୍ଲୀ ପ୍ରଦୂଷଣକୁ ଦେଖି ନିଷ୍ପତ୍ତି; ୫୦% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ

ଦିଲ୍ଲୀରେ ଚରମ ସୀମାରେ ପହଞ୍ଚିଛି ପ୍ରଦୂଷଣ । ଅନେକ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରେ । ତେବେ ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପ୍ରାଇଭେଟ୍‌ ଅଫିସ୍‌ମାନଙ୍କରେ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍‌ ହୋମ୍‌ରେ…

Delhi Air Pollution: ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତି

ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତି ଦେଖାଯାଇଛି । ଚାରିଆଡ଼େ ଧୂଆଁଧୂଆଁ ହୋଇଛି ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ । ବିନା ମାସ୍କରେ ଘରୁ ବାହାରି ପାରୁନାହାନ୍ତି ଲୋକେ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଆଜି ସକାଳେ…

Diwali 2025: ପ୍ରଦୂଷଣ ପାଇଁ କେବଳ ଦୀପାବଳି ହିଁ ଦାୟୀ ନୁହେଁ

ସବୁବର୍ଷ ଦୀପାବଳି ଆସିଲେ ପ୍ରଦୂଷଣ କଥା ମନେ ପଡ଼େ । ହେଲେ ବାସ୍ତବରେ ପ୍ରଦୂଷଣ ପାଇଁ କେବଳ ଦୀପାବଳି ଦାୟୀ ନୁହେଁ । ଏହା ପଛରେ ଅନେକ କାରଣ ରହିଛି । ଗାଡିମୋଟର ଚଳାଚଳ, ଟ୍ରାଫିକ ଜାମ, ଫ୍ୟାକ୍ଟ୍ରିରୁ ବାହାରୁଥିବା ଧୂଆଁ,…

Delhi Air Pollution: ଦିଲ୍ଲୀ ବାୟୁ ‘ବିପଦପୂର୍ଣ୍ଣ’; NCR ଅଞ୍ଚଳର ବିଭିନ୍ନ ସ୍ଥାନରେ AQI ୫୦୦ ପାର୍

ବିପଦପୂର୍ଣ୍ଣ’ ବର୍ଗରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ । ଦୀପାବଳି ରାତିରୁ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ଧୂଆଁର ଚାଦର ଦିଲ୍ଲୀକୁ ଘୋଡ଼ାଇ ଦେଇଛି, ଯାହାଫଳରେ ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ଦିଲ୍ଲୀ-NCR ଅଞ୍ଚଳର ବିଭିନ୍ନ ସ୍ଥାନରେ…

ଦିଲ୍ଲୀରେ କୃତ୍ରିମ ବର୍ଷାର ଅନୁମତି ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ

ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳବାର ଦିନ କେନ୍ଦ୍ରକୁ ଏକ ଚିଠି ଲେଖି ଜାତୀୟ ରାଜଧାନୀରେ କୃତ୍ରିମ ବର୍ଷା ସୃଷ୍ଟି କରିବାକୁ ଅନୁମତି ମାଗିଛନ୍ତି। ସେ ଆଇ. ଆଇ. ଟି. କାନପୁର ଏବଂ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନଗୁଡ଼ିକର ବିଶେଷଜ୍ଞମାନଙ୍କ ସହିତ…

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଆଜିଠୁ ସମସ୍ତ ସ୍କୁଲ୍-କଲେଜ୍ ବନ୍ଦ; ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ମାତ୍ରା ବିପଦଜ୍ଜନକସ୍ତରରେ ପହଞ୍ଚିଛି। କିଛି ସ୍ଥାନରେ ଏକ୍ୟୁଆଇ ରେକର୍ଡ ସ୍ତର ବିପଦ ଜନକ ହୋଇସାରିଲାଣି । ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ ହେବା ଯୋଗୁ ଲୋକେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ତେଣୁ ବଢୁଥିବା ପ୍ରଦୂଷଣ ସ୍ଥିତିକୁ…