ନବରଙ୍ଗପୁର ପାପଡ଼ାହାଣ୍ଡିରେ ପ୍ରବଳ ବର୍ଷାରେ ବୁଡ଼ିଲା ଅସ୍ଥାୟୀ ପୋଲ। ଟୁରି ନଦୀର ଅସ୍ଥାୟୀ ପୋଲ ଉପରେ ୨ ଫୁଟ୍‌ର ପାଣି ଚାଲୁଛି। ଉମରକୋଟ-ନବରଙ୍ଗପୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡ଼ି। ଯାତାୟାତ ଏକପ୍ରକାର ଠପ ହୋଇଛି।

Leave a Reply

Your email address will not be published. Required fields are marked *