Tag: Nabrangpur

ଲଗାଣ ବର୍ଷା: କାନ୍ଥ ଭୁଶୁଡ଼ି ମହିଳା ମୃତ

ନବରଙ୍ଗପୁର ଜିଲ୍ଲା ସଦର ମହାକୁମା ଚାମୁରିୟାଗୁଡା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଚନ୍ଦ୍ର ଧାକଡ଼ଙ୍କ ସ୍ତ୍ରୀ କୁସୁମା ଧାକଡ଼। ସକାଳୁ ଘର ଚାରିପାଖରେ ଝାଡ଼ୁ କରୁଥିବା ବେଳେ ଘର…

ବୁଡ଼ିଲା ଅସ୍ଥାୟୀ ପୋଲ

ନବରଙ୍ଗପୁର ପାପଡ଼ାହାଣ୍ଡିରେ ପ୍ରବଳ ବର୍ଷାରେ ବୁଡ଼ିଲା ଅସ୍ଥାୟୀ ପୋଲ। ଟୁରି ନଦୀର ଅସ୍ଥାୟୀ ପୋଲ ଉପରେ ୨ ଫୁଟ୍‌ର ପାଣି ଚାଲୁଛି। ଉମରକୋଟ-ନବରଙ୍ଗପୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡ଼ି। ଯାତାୟାତ ଏକପ୍ରକାର ଠପ…

ଆଜି ୧୨ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ

ନବରଙ୍ଗପୁର: ନବରଙ୍ଗପୁର -ଜୟପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ମଙ୍ଗଳବାର ବିଜେପି ଯୁବମୋର୍ଚ୍ଚା ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ…