ପୁଣି ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ । ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଟ୍ରେନକୁ ପଥର ମାଡ ହୋଇଥିବା ସୂଚନା । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ କଲୁଙ୍ଗା ଷ୍ଟେସନରେ କେହି ଦୁର୍ବୃତ୍ତ ଟ୍ରେନ ଉପରକୁ ପଥର ଫିଙ୍ଗିବାରୁ ୨ଟି ବଗିର କାଚ ଭାଙ୍ଗି ଯାଇଛି । ତେବେ କୌଣସି ଯାତ୍ରୀ ଆହାତ ହୋଇନଥିବା ସୂଚନା ମିଳିଛି । ଆକ୍ରମଣ ସତ୍ତ୍ୱେ ଟ୍ରେନ୍ ଟି ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନରେ ରାଉରକେଲାରେ ପହଞ୍ଚି ଅପରାହ୍ନ ୨ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହିପରି ଘଟଣା ଘଟିଥିବା ନଜରକୁ ଆସିଛି । Post navigation ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ ବିଧାନସଭାକୁ ୱାସ୍ଆଉଟ୍ ପାଇଁ ଷଡ଼ଯନ୍ତ୍ର: ଆଇନ ମନ୍ତ୍ରୀ