ସିଙ୍ଗଲ ୱିଣ୍ଡୋ ବୈଠକରେ ରାଜ୍ୟ ସରକାର ୩୧ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ସରକାର ୪ ହଜାର ୯୫୪ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ବାରା ୨୪ ହଜାର ୧୬୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ, ଟେକ୍ସଟାଇଲ୍, ପର୍ଯ୍ୟଟନ କ୍ଷେତ୍ରରେ ପ୍ରକଳ୍ପ ହେବ ବୋଲି ଜଣାପଡିଛି।

 

Leave a Reply

Your email address will not be published. Required fields are marked *