ଆଜି ରାଜ୍ୟରେ ଦିନ ୩ ଟା ସୁଦ୍ଧା ମୋଟ ୪୮.୯୫% ମତଦାନ ହୋଇଥିବା ବେଳେ ଆଗରେ ଅଛି ବରଗଡ଼। ବରଗଡ଼ ସଂସଦୀୟ କ୍ଷେତ୍ରରେ ୫୩.୮୮% ମତଦାନ ହୋଇଥିବା ବେଳେ ଆସ୍କାରେ ୪୬.୨୩%, କନ୍ଧମାଳ୪୮.୯୩%, ବଲାଙ୍ଗୀରରେ ୪୬.୯୬% ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ୪୮.୯୬%ମତଦାନ ହୋଇଛି। ଆଜି ପ୍ରବଳ ଖରା ସତ୍ୱେ ବୁଥରେ ଭୋଟରଙ୍କ ଭିଡ ପରିଲକ୍ଷିତ ହେଉଛି। ଶୃଙ୍ଖଳିତ ମତଦାନ ପାଇଁ ସମସ୍ତ ସୁବିଧା ମଧ୍ୟ କରାଯାଇଛି।

By Nirvay

Leave a Reply

Your email address will not be published. Required fields are marked *