ପୁରୀ ରାଜଭବନରେ ମାଡ଼ ଖାଇଥିବା ଏଏସଓଙ୍କ ବଦଳି । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଆସିଷ୍ଟାଂଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠନାଥ ପ୍ରଧାନଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି । ଗୃହ ବିଭାଗକୁ ବଦଳି ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । Post navigation ରତ୍ନଭଣ୍ଡାର ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ଏଏସଓଙ୍କୁ ମାଡ ଘଟଣାରେ ରାଜଭବନ ଘେରିଲା କଂଗ୍ରେସ