ବିଶିଷ୍ଟ ସାହିତ୍ୟିକ ଏବଂ ପୂର୍ବତନ IAS ଅଧିକାରୀ ଜଗନ୍ନାଥ ପ୍ରସାଦ ଦାସ(JP Das) ଙ୍କ ଦେହାନ୍ତ । ଭୁବନେଶ୍ବର ସୂର୍ଯ୍ୟନଗରସ୍ଥିତ ବାସଭବନରେ ୯୦ ବର୍ଷ ବୟସରେ ଆଖି ବୁଜିଲେ ସାହିତ୍ୟିକ ଜେପି ଦାସ ଓଡ଼ିଆ । ବାର୍ଦ୍ଧକ୍ୟ ଜନିତ ରୋଗରେ ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଜେପି ଦାସ ସାହିତ୍ୟ, ପ୍ରଶାସନ, ନାଟ୍ୟ, ଅନୁବାଦ ଏବଂ କଳା ଇତିହାସକୁ ବ୍ୟାପି ଏକ ସମୃଦ୍ଧ ଏବଂ ବହୁମୁଖୀ ଐତିହ୍ୟ ଛାଡିଯାଇଛନ୍ତି । ତାଙ୍କର କବିତା ପୁସ୍ତକ ‘ପରିକ୍ରମା’ ଲାଗି ସରସ୍ବତୀ ସମ୍ମାନ ମିଳିଥିଲା । ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ଜେପିଙ୍କର କାଳଜୟୀ କୃତି । Post navigation BJP Govt in Odisha: ଦୁଇ ବର୍ଷରେ ପାଦ ଦେଲା ରାଜ୍ୟରେ ବିଜେପି ସରକାର; ଆଜିର ଦିନକୁ ଯୁଗାନ୍ତକାରୀ ଓ ଗୌରବମୟ ଦିବସ କହିଛନ୍ତି ମୁଖ୍ୟମନ୍ତ୍ରୀ ମାଝୀ BRICS Summit Puri: ଜିରୋ କାଜୁଆଲିଟି ପାଇଁ ଓଡ଼ିଶା ବିଶ୍ୱ ପ୍ରସିଦ୍ଧ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ