ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କମ୍ ଦରମା ଥିଲେ, କଣ୍ଟ୍ରାଚୁଆଲ ସରକାରୀ ଚାକିରି କରିଥିଲେ କିମ୍ବା କଣ୍ଟ୍ରାଚୁଆଲ ଚାକିରି କରି ୧୦ରୁ ୧୨ ହଜାର ପାଉଥିଲେ ରାସନ କାର୍ଡ କଟିବନି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । କୃଷ୍ଣ ଚନ୍ଦ୍ର ପାତ୍ର ପୁଣି କହିଛନ୍ତି ଯେ ସ୍ଵଳ୍ପ ବେତନ ଭୋଗୀ, ଯେଉଁମାନେ କମ୍ ଦରମା ପାଉଛନ୍ତି ଓ ଗ୍ରାମୀଣ ଅଞ୍ଚଳରେ ୧୦ ହଜାର ରୋଜଗାର ଅଛି ସେମାନେ କାର୍ଡ ଫେରାଇବେନି । କିନ୍ତୁ ଯାହାର ରୋଜଗାର ୧୫ ହଜାର ଉପରେ ଅଛି ସେମାନେ ରାସନ କାର୍ଡ ଫେରାଇବାକୁ ବାଧ୍ୟ । Post navigation ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ବିଧାନସଭା ନୂଆ ସଚିବ ହେଲେ ଆଇଏଏସ ସତ୍ୟବ୍ରତ ରାଉତ