ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ନେଇ ପ୍ରକ୍ରିୟା ଆରମ୍ଭ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେ ଲିଖିତ ଉତ୍ତରରେ କହିଛନ୍ତି କଳା, ସଂସ୍କୃତି, ଐତିହ୍ୟ ଏବଂ ବାଣିଜ୍ୟ ଗନ୍ତାଘର କୁହାଯାଉଥିବା ବାଲିଯାତ୍ରା ସମ୍ବନ୍ଧରେ ଜ୍ଞାନ ଥିବା ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରାଯାଇଛି । ନୌବାଣିଜ୍ୟ ଇତିହାସ ଓ ବାଲିଯାତ୍ରା ଉପରେ ତଥ୍ୟ ସଂଗ୍ରହ କରାଯାଉଛି । ପ୍ରାମାଣିକ ଚିତ୍ର ପ୍ରସ୍ତୁତି କରି ୟୁନେସ୍କୋରେ ଉପସ୍ଥାପନ କରାଯିବ ।

Leave a Reply

Your email address will not be published. Required fields are marked *