କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ସେ ନେଇ ସମସ୍ତେ ଆଶା ଆଶଙ୍କାରେ ଅଛନ୍ତି। ବିଭାଗ ବଣ୍ଟନକୁ ସମସ୍ତେ ଚାହିଁ ରାହିଥିବାବେଳେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନରେ ବିଳମ୍ବ ହେଉଛି। ଏ ନେଇ ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ। ଖୁବ୍‌ ଶୀଘ୍ର ବିଭାଗ ବଣ୍ଟନ ହେବ ବୋଲି କହିଛନ୍ତି। ସରକାର ଏ ନେଇ ପଦକ୍ଷେପ ନେଉଛନ୍ତି, ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ।

Leave a Reply

Your email address will not be published. Required fields are marked *