PM Modi, Donald Trump Hold Key Bilateral Talks on Trade, Defence and EnergyPrime Minister Narendra Modi on Wednesday congratulated Trump for his historic election victory to become the 47th President of the United States | PTI

ଆସନ୍ତା ୧୨ ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ୧୪ ତାରିଖ ଯାଏଁ ରହିବେ ।

୧୩ ତାରିଖରେ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଶପଥ ନେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଗସ୍ତ ହେବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛି ।

ହାତରେ ହାତକଡ଼ି ଓ ଗୋଡ଼ରେ ବେଡ଼ି ପକାଇ ସେନାର ବନ୍ଧୁକ ମୁନରେ ଭୟଭୀତ ୧୦୪ ଭାରତୀୟ ଆମେରିକାରୁ ବିତାଡ଼ିତ ହୋଇ ଗତକାଲି ଭାରତ ପହଞ୍ଚିଥିବାବେଳେ ଏହି ସମୟରେ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଉଭୟଙ୍କ ସାକ୍ଷାତ ଉପରେ ସମସ୍ତଙ୍କର ନଜର ରହିଛି ।

By Nirvay

Leave a Reply

Your email address will not be published. Required fields are marked *