ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ଆସିଲା ଚୂଡାନ୍ତ ରାୟ । ନୟାଗଡ଼ ଚିଲଡ୍ରେନ୍ କୋର୍ଟ ରାୟ ଶୁଣାଇଲେ । ଏଥିପାଇଁ ରାଉରକେଲା ବାଳ ସ୍ୱଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ଼ ଚିଲଡ୍ରେନ୍ କୋର୍ଟକୁ ଅଣାଯାଇଥିଲା । ଗତ ଜାନୁଆରୀ ୩୦ ତାରିଖରେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରିଥିଲେ କୋର୍ଟ । ପରୀ ହତ୍ୟାକାଣ୍ଡ ଘଟଣାରେ ଗଠିତ ଏସଆଇଟି ଗତ ୨୦ ଡିସେମ୍ବର ୨୦୨୦ରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲା । ଆଜି ମାମଲର ଶୁଣାଣୀ ହୋଇଛି। ୨୦ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ। Post navigation ହରେକୃଷ୍ଣ ମହତାବଙ୍କ ଭୁଲ ନାମ ବିଦ୍ୟାଳୟ କାନ୍ଥରେ ଲେଖାଯିବାକୁ ନେଇ ଭାଇରାଲ ହେଲା ଫଟୋ ପ୍ରଭୁ ଶ୍ରୀ ରାମଲାଲାଙ୍କ ଦର୍ଶନ ଓ ଆଶିଷ ପାଇବା ପାଇଁ ଓଡ଼ିଶାରୁ ଅଯୋଧ୍ୟା ଗଲା ପ୍ରଥମ ସ୍ୱତନ୍ତ୍ର ଟ୍ରେନ