ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ଫେଡେରେସନ୍ (ଓମଫେଡ୍) ଖୁବ୍‌ଶୀଘ୍ର ରାଜଧାନୀରେ ନିଜର  ଭେଣ୍ଡିଂ ମେସିନ୍ ଆରମ୍ଭ କରିବାକୁ ଯାଉଛି । ଯାହା ଗ୍ରାହକଙ୍କୁ ଡିଜିଟାଲ୍ ପେମେଣ୍ଟ ପଦ୍ଧତି ମାଧ୍ୟମରେ ଏହାର ଉତ୍ପାଦ କ୍ରୟ କରିବାକୁ ଅନୁମତି ଦେବ ବୋଲି ସୂଚନା ଦେଇଛନ୍ତି ଓମଫେଡ୍ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ । ସେ କହିଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ଜନପଥରେ ଭେଣ୍ଡିଂ ମେସିନ୍ ବସାଇବା ଯୋଜନା ହୋଇଛି । ପରେ ୨୦ଟି ଭେଣ୍ଡି ମେସିନ୍ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆରମ୍ଭ କରାଯିବ ।

Leave a Reply

Your email address will not be published. Required fields are marked *