Odisha Police SI Recruitment

ପୋଲିସ ଏସଆଇ ପରୀକ୍ଷା ନେଇ ପ୍ରକାଶ ପାଇଲା ତାରିଖ । ମାର୍ଚ୍ଚ ୮ ଓ ୯ରେ ଅନୁଷ୍ଠିତ ହେବ ପରୀକ୍ଷା । ମୋଟ ୯୩୩ ପଦବୀ ପାଇଁ ପରୀକ୍ଷା ହେବ ।

ଏସଆଇ ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ମଧ୍ୟ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲା କେନ୍ଦ୍ରରେ ଓଏମଆର ସିଟରେ ପରୀକ୍ଷା ହେବ ।

ଓଡ଼ିଶା ପୋଲିସ ୱେବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନଲୋଡ ପାଇଁ ପରାମର୍ଶ ଦିଆଯାଇଛି । ଏନେଇ ଓଡିଶା ପୋଲିସ୍ ତରଫରୁ ସୂଚନା ଜାରି ହୋଇଛି । ଓଡ଼ିଶା ପୋଲିସ ରିକ୍ୟୁରମେଣ୍ଟ ବୋର୍ଡ ଏହି ପରୀକ୍ଷା ପରିଚାଳନା କରିବ ।

By Nirvay

Leave a Reply

Your email address will not be published. Required fields are marked *