ସ୍ବାଧୀନତା ଦିବସ ଅବସରରେ ତଥା ଅଗଷ୍ଟ ୧୫ ତାରିଖରେ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ଏସଓପି। ଏହି ସଂପର୍କରେ ଆଜି ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା କହିଛନ୍ତି ସୁଭଦ୍ରା ଯୋଜନା କିଏ ପାଇବେ ଓ କିଏ ପାଇବେନି ତାହା ଅଗଷ୍ଟ ୧୫ ତାରିଖ ଦିନ ହିଁ ଜଣାପଡ଼ିବ । ଏହାର ମୋଡାଲିଟି କଣ ରହିବ ଓ ଫର୍ମାଟ ବାବଦରେ ଜଣାପଡ଼ିବ । ଏହା ପରେ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନା ରାଜ୍ୟରେ ଲାଗୁ ହେବ । ତେଣୁ ମହିଳାଙ୍କୁ ଭ୍ରମିତ ନ ହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆହ୍ବାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *