ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ହିତାଧିକାରୀଙ୍କୁ ମିଳିଲା ଭତ୍ତା। ଏପ୍ରିଲ ଓ ମେ ମାସର ଭତ୍ତା ରାଶି ଏକାଥରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ପ୍ରଦାନ କରାଯାଇଛି। ସପ୍ତାହର ତୀବ୍ର ଜନଆକ୍ରୋଶ ଏବଂ ରାଜନୈତିକ ପ୍ରତିକ୍ରିୟା ପରେ ଆଜି ହିତାଧିକାରୀଙ୍କୁ ଦୁଇ ମାସର ଭତ୍ତା ପ୍ରଦାନ କରାଯାଇଛି। ଏହା ସହିତ ଜୁନ୍ ମାସର ଭତ୍ତା ବଣ୍ଟନ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

 

 

Leave a Reply

Your email address will not be published. Required fields are marked *