ଆସନ୍ତା ୨୧ ତାରିଖରେ ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷାର ସୁରକ୍ଷା ଏବଂ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ଆଜି ସାରାଦେଶରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ମକ୍ ଡ୍ରିଲ୍ ହେବାକୁ ଯାଉଛି । ଶନିବାର ସକାଳ ୯ଟାରୁ ଏହି ମକ୍ ଡ୍ରିଲ୍ ଆରମ୍ଭ ହୋଇ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଦିନ ଯେମିତି କୌଣସି ପ୍ରକାର ତ୍ରୁଟି କିମ୍ବା ସୁରକ୍ଷାରେ ଅବହେଳା ନହୁଏ, ସେଥିପାଇଁ ବିଭିନ୍ନ ସରକାରୀ ଏଜେନ୍ସି ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକ ମଧ୍ୟରେ ତାଳମେଳର ସମୀକ୍ଷା କରାଯିବ । Post navigation President in Rairangpur: ରାଇରଙ୍ଗପୁରରେ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ ଏକାଧିକ ପ୍ରକଳ୍ପର ଉଦ୍ଘାଟନ କଲେ ରାଷ୍ଟ୍ରପତି Mob attack in Rayagada, young woman assaulted by large crowd