କଟକ ଦୁର୍ଗାପୂଜା ଭସାଣିରେ ଡିଜେ ମନା। ଦୁର୍ଗାପୂଜା ଭସାଣିରେ ଡିଜେ ସମ୍ପୂର୍ଣ୍ଣ ବାରଣ ବୋଲି ପୋଲିସ କମିଶନର କହିଛନ୍ତି। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ କମିଶନରେଟ ପୋଲିସଙ୍କ ସୂଚନା । ପୂର୍ଵରୁ ଗଣେଶ ପୂଜା ଭସାଣିରେ ବି କଟକଣା ଲାଗିଛି। ୧୪ରେ ଭସାଣି, ରାତି ୧୨ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି । ଭସାଣି ଶୋଭାଯାତ୍ରାରେ ୬ଟି ବକ୍ସ ବଜାଇପାରିବେ କିନ୍ତୁ ଡିଜେ ମନା ।ଏଥିସହ ଜୋର ଜବରଦସ୍ତ ଚାନ୍ଦା ମାଗିଲେ ସମ୍ପୃକ୍ତ ବ୍ୟକ୍ତି ନାଁରେ ଏତଲା ହେବ ।

Leave a Reply

Your email address will not be published. Required fields are marked *