ଦେୟଯୁକ୍ତ ହେବ ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ ଇ-ପେପର । ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ନ୍ୟୁଜ ପ୍ରିଣ୍ଟ ମୂଲ୍ୟ ବୃଦ୍ଧି ଏବଂ ଛାପିବା ପାଇଁ ଖର୍ଚ୍ଚ ବଢ଼ିଚାଲିଥିବା କାରଣରୁ ନିର୍ଭୟ ଇ- ପେପରକୁ ଦେୟଯୁକ୍ତ କରିବାର ନିଷ୍ପତ୍ତି ନିଆଯାଇଛି । ଖବର କାଗଜ ଅନେକ ଘାତ ପ୍ରତିଘାତ ସହି ପ୍ରତିଷ୍ଠା ହାସଲ କରିପାରିଛି । ସବୁ କ୍ଷେତ୍ରରେ ନିର୍ଭୟ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିଛି ଏବଂ ଲୋକଙ୍କ ନିକଟରେ ପ୍ରକୃତ ସତ୍ୟକୁ ଉପସ୍ଥାପନ କରିଛି । ଆଗକୁ ମଧ୍ୟ ଏହି ଧାରାକୁ ନିର୍ଭୟ ଆଗେଇ ନେବା ପାଇଁ ପ୍ରତିଶୃତିବଦ୍ଧ । ଇ- ପେପର ଦେୟ: ➡️ମାସକୁ ୧୦୦ ଟଙ୍କା ➡️ବର୍ଷକୁ ୧୨୦୦ ଟଙ୍କା Post navigation GPR Survey In Puri: ଶ୍ରୀମନ୍ଦିରଠୁ ସମୁଦ୍ର ଯାଏଁ ରହିଛି ସୁଡ଼ଙ୍ଗ! Class 9 Girl Delivers Baby: ଫୁଲବାଣୀରେ ନବମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା: ୫ ଶିକ୍ଷୟିତ୍ରୀଙ୍କ ବଦଳି