ଆଜି ବିଧାନସଭାର ବଜେଟ ଅଧିବେଶନରେ ଆରମ୍ଭ ହୋଇଥିବା ବେଳେ । ସେଠାରେ ପହଞ୍ଚୁ ପହଞ୍ଚୁ ଚମ୍ପୁଆ ବିଜେଡି ବିଧାୟକଙ୍କ ଉପରେ ବର୍ଷିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକଙ୍କୁ ତାଗିତ କରି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ନବୀନ ପଟ୍ଟନାୟକ। ଏହାପରେ ଉତ୍ତରରେ ସନା ମହାକୁଡ଼ ଅସୁସ୍ଥତା କାରଣ ଦର୍ଶାଇବା ପରେ ବିଜେପି ଆଡ଼କୁ ଯାଉଛନ୍ତି କି କହି ନବୀନ ତେରଛା ବାଣ ମାରିଥିବା ବିଧାନସଭା ସାମ୍ନାରେ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *