ପ୍ରୟାଗରାଜରେ ପ୍ରବଳ ଗହଳି । ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ବର୍ତମାନ ସୁଦ୍ଧା ବୁଡ଼ ପକାଇଲେଣି ୫୦ କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି ୟୁପିର ଜନସଂଖ୍ୟା ୨୫ କୋଟି କିନ୍ତୁ ବୁଡ଼ ପକାଇଲେଣି ୫୦ କୋଟି ।ଏହା ହେଉଛି ନୂଆ ଉତ୍ତର ପ୍ରଦେଶର କରିସ୍ମା । Post navigation ବାରବାଟୀରେ ହେବ ସେଲିବ୍ରିଟି କ୍ରିକେଟ୍ ଲିଗ୍: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କାପୁର ଏବଂ ଅଭିନେତା ଅର୍ଜୁନ କାପୁର ବ୍ୟକ୍ତିଗତ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଜୁଏଲ ଓରାମଙ୍କ ଚିଠି