ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆଜି ସାକ୍ଷାତ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଡିହାଇଡ୍ରେସନ୍ ସମ୍ବନ୍ଧୀୟ ଚିକିତ୍ସା ପରେ ନବୀନ ପଟ୍ଟନାୟକ ଡାକ୍ତରଖାନାରୁ ସିଡଚାର୍ଜ ହେବା ପରେ ମୁଖ୍ୟମନ୍ତ୍ରୀ ଆଜି ନବୀନଙ୍କୁ ଦେଖା କରିବାକୁ ଯାଇଥିଲେ । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କଥା ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫୋନ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । Post navigation ସାର ଅଭାବ ପ୍ରତିବାଦରେ ଏନ୍ଏଚ୍ ଅବରୋଧ କଲେ ଚାଷୀ ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ