ଆଜି ୭୪ତମ ଜନ୍ମଦିନରେ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶାରେ ପହଞ୍ଚି ଭୁବନେଶ୍ବର ଗାଡ଼କଣକୁ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଠାରେ ପହଞ୍ଚି ଗାଡ଼କଣରେ ମୋଦୀଙ୍କ ପାଇଁ ତିଆରି ହୋଇଥିବା କ୍ଷୀରି ଖାଇ ପରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ପିଏମ ଆବାସ ପାଇଥିବା ଗାଡ଼କଣର ୨୦ ଜଣ ହିତାଧିକାରୀଙ୍କ ସହ ଆଲୋଚନା ମୋଦୀ ଆଲୋଚନା କରୁଥିବା ଜଣାଯାଇଛି।

 

Leave a Reply

Your email address will not be published. Required fields are marked *