ନିଟ (NEET) ବିବାଦ ଦିନକୁ ଦିନ ବଢ଼ିବାରେ ଲାଗୁଛି। ଏ ନେଇ ସଂସଦରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଫଳରେ ଜୁଲାଇ ୧ ତଥା ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବି ରଖିଛନ୍ତି ବାଚସ୍ପତି। NEET ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା ହେବା ପରେ ଗୃହକୁ ମୁଲତବି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *