କଳମା ଗେଟ୍ ଖୋଲିଛନ୍ତି ଛତିଶଗଡ଼ ସରକାର। ୬୦୦ ଫୁଟକୁ ଖସିଲା ହୀରାକୁଦ ଡ୍ୟାମର ଜଳସ୍ତର। ସମ୍ପୂର୍ଣ୍ଣ ୨୦ଟି ଗେଟ୍ ନଖୋଲି ଗୋଟିଏ ଫୁଟ ଲେଖାଏଁ ଖୋଲିଯାଇଥିବା ସୂଚନା ମିଳିଛି। ଗତବର୍ଷ ଏହି ସମୟରେ ଜଳସ୍ତର ୬୦୭ ଫୁଟ ଥିଲା। ଏ ନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ।

Leave a Reply

Your email address will not be published. Required fields are marked *