It was our mistake to join Odisha, says Jaynarayan
ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ । ସମ୍ବଲପୁରରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟନାରାୟଣ କହିଛନ୍ତି, ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱର । କୋଶଳ କି କଳିଙ୍ଗର ଜୟଗାନ ହେଉନାହିଁ । କେବଳ ଉତ୍କଳର ଜୟଗାନ ହେଉଛି । ଏହା ଏକ ମାନସିକତା ।
 
ଓଡ଼ିଶାରେ ମିଶିବା ଆମର ଭୁଲ, ଆମକୁ ଶୋଷଣ କରାଯାଉଛି । ଆମେ ଓଡ଼ିଶାରେ ମିଶି ଭୁଲ କରିଦେଲୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

By Nirvay

Leave a Reply

Your email address will not be published. Required fields are marked *