କଟକ ଭାଣପୁର ଅଞ୍ଚଳରେ ବୋଲବମ୍ ଭକ୍ତଙ୍କ କ୍ୟାମ୍ପରେ କଟକ ସଦର ଥାନା ଆଇଆଇସି ଗାଡ଼ି ପୁରେଇ ସେମାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଡିସିପି।

ଅଭିଯୋଗ ଅନୁସାରେ କଟକ ସଦର ଥାନା ଆଇଆଇସି ନିଜ ସାଙ୍ଗମାନଙ୍କ ସହ ନିଶାଶକ୍ତ ଅବସ୍ଥାରେ ବୋଲବମ୍ ଭକ୍ତ ରହିଥିବା କ୍ୟାମ୍ପରେ ଗାଡ଼ି ପୁରାଇଥିଲେ । ବରଣ କଲାପରେ ସେମାନଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ । ପରେ ବୋଲବମ୍ ଭକ୍ତ ତାଙ୍କ ବିରୋଧରେ ଅଭିଯୋଗ କରିବା ପରେ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦେଶ ଦେଲେ କଟକ ଅତିରିକ୍ତ DCP ।

Leave a Reply

Your email address will not be published. Required fields are marked *