India vs New Zealand 2025 Champions Trophy Final
ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରି ବିଜୟ ହାସଲ କରିଛି ।
 
ଏଥିସହ ମାର୍ଚ୍ଚ ୯ ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି । ପ୍ରଥମ ଟିମ ଭାବେ ଭାରତ ଫାଇନାଲରେ ପ୍ରବେଶ କରିିଥିବା ବେଳେ ନ୍ୟୁଜିଲାଣ୍ଡ୍ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଏଣ୍ଟ୍ରି କରିଛି ।
 
୨୦୦୦ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଖେଳିଥିଲେ ଉଭୟ ଦଳ । ୨୫ ବର୍ଷ ପରେ ପୁଣି ଫାଇନାଲରେ ମୁହାମୁହିଁ ହେବାକୁ ଯାଉଛନ୍ତି ଉଭୟ ଟିମ୍ ।

By Nirvay

Leave a Reply

Your email address will not be published. Required fields are marked *